Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ୱଚ୍ଛ ପଶ୍ଚିମ ଓଡିଶା ବାର୍ତ୍ତା ନେଇ କଳାହାଣ୍ଡିରେ ପହଞ୍ଚିଲେ ; ମହେନ୍ଦ୍ର ବଗର୍ତ୍ତିଙ୍କୁ “ପ୍ରତିଭା” ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି, ୨୪/୧୧ (ଜଗନ୍ନାଥ ନାଏକ) : ସ୍ୱଚ୍ଛ ପଶ୍ଚିମ ଓଡିଶା ବାର୍ତ୍ତା ଏବଂ ସବୁଜ ପଶ୍ଚିମ ଓଡ଼ିଶାର ବାର୍ତ୍ତା ନେଇ ସମ୍ବଲପୁର ପ୍ରୟାସ ପରିବାରର ସଦସ୍ୟ ମହେନ୍ଦ୍ର ବଗର୍ତ୍ତି ଗତ ଗୁରୁବାର ସନ୍ଧ୍ୟାରେ ସାଇକେଲ ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପହଞ୍ଚଥିଲେ । ଗଛ ନ କାଟିବା, ପ୍ଲାଷ୍ଟିକ ବର୍ଜନ, ପରିବେଶ ସଫା ରଖିବା ବିଷୟରେ ଲୋକ ମାନଙ୍କୁ ସଚେତନ କରିଥିଲେ। ଏମ୍.ଏସ୍.ଏ. ନିକଟରେ ଏ ଉପଲକ୍ଷେ କାର୍ଯ୍ୟକ୍ରମରେ ଶ୍ରୀ ବଗର୍ତ୍ତୀଙ୍କୁ “ପ୍ରତିଭା” ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ସଂଜୀବ ସିଂହ, ଦେବେଶ ସିଂହ, ଆଲୋକ ସାହୁ, ତାପସ ରଞ୍ଜନ ପଟେଲ, ଚିନ୍ମୟ ପ୍ରଧାନ ଏବଂ ତରୁଣ ଦୁର୍ଗା ଉପସ୍ଥିତ ଥିଲେ ।