Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିରିକ୍ତ ନିର୍ଦ୍ଦେଶକ ଙ୍କ କୋକସରା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ।

କୋକସରା:୨୩/୧୧ କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅତିରିକ୍ତ ନିର୍ଦ୍ଦେଶକ ତଥା ଏକାଡେମୀକ କନ୍ସଲେଣ୍ଟ ରଂଜନ କୁମାର ଗିରି ପରିଦର୍ଶନ କରିଛନ୍ତି ।ବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ କର ଓ ଶିକ୍ଷକ ଓ ଛାତ୍ରଛାତ୍ରୀ ତାଙ୍କୁ ପ୍ରଥମେ ସ୍ବାଗତ କରିଥିଲେ । ପରେ ଶ୍ରୀ ଗରି ବିଦ୍ୟାଳୟ ସ୍ମାର୍ଟ କ୍ଳାସ ରୁମ, ସାଇନ୍ସ ଲେବ, ଇ-ଲାଇବ୍ରେରୀ, କମ୍ପୁଟର ଷ୍ଟଡ଼ି, ବାଳିକା ହଷ୍ଟେଲ, ଶୌଚାଳୟ ବିଭିନ୍ନ ବିଭାଗ ବୁଲି ତଦାରଖ କରିବା ସହ ବିଦ୍ୟାଳୟର ସମସ୍ୟା ସମ୍ପର୍କ ରେ ଅଧ୍ୟକ୍ଷ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝଥିଲେ। ଛାତ୍ରଛାତ୍ରୀ ଙ୍କୁ ଭଲ ପଡ଼ିବାକୁ ପରାମର୍ଶ ଦେଇଥିଲେ।ଏହି ସମୟ ରେ ବିଦ୍ୟାଲୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।