Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଲାମୁଣ୍ଡା ବ୍ଲକର ଫରଙ୍ଗ ପଞ୍ଚାୟତ ପବ୍ଲିକ ସ୍କୁଲଠାରେ ସମ୍ବିଧାନ ଦିବସ ପାଳିତ

କଳାହାଣ୍ଡି, ୨୬/୧୧ (ଜଗନ୍ନାଥ ନାଏକ) : ଆଜି ଏକ ପବିତ୍ର ଦିବସ, ସୌଭାଗ୍ୟର ଦିବସ ଖୁସିର ଦିବସ ଯାହାକି ସମ୍ବିଧାନର ପବିତ୍ର ଦିବସ, ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପଞ୍ଚାୟତ ଅଧିନରେ ଥିବା ଫରଙ୍ଗ ପଞ୍ଚାୟତ୍ ପବ୍ଲିକ ସ୍କୁଲରେସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଦଶପୁର ମଣ୍ଡଳ ସଭାପତି ଭୁନେଶ୍ବର ନିଆଲଙ୍କ ନେତୃତ୍ୱରେ ପ୍ରଥମେ କ୍ୟାଣ୍ଡଲ, ଧୂପ ପ୍ରଜଲନକରି ପବିତ୍ର ଦିବସ ପାଳିତ ହୋଇଥିଲା, ଆଜିର ଦିବସରେ ବାବା ସାହେବ ଆମ୍ବେଦକର ସମ୍ବିଧାନ ପୁସ୍ତକଟି ଉନ୍ମୋଚନ ହୋଇଥିବା ବେଳେ ଆଜିର ଦିବସକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ପାଳନ କରିବା ସହ, ସମାଜର ବିକାଶ ପାଇଁ ସମତା, ସ୍ବଚ୍ଛତା, ନ୍ୟାୟ, ମାନବର ଗାରିମା, ରକ୍ଷା କରି ନିମନ୍ତେ ପାଲନ କରି ଆସୁ ଅଛୁ, ଏହି ଉପଲକ୍ଷେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବସମାଜ ବିକାଶ ପରିଷଦର ସଭାପତି ରାମ୍ କୁମାର ସେନାପତି, ପଂଚାୟତ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସୁବାଷ ବାଗ, ଫରଙ୍ଗ ପଂଚାୟତ ସଭାପତି ଉଦିଆ ନୀଆଲ୍, ବରିଷ୍ଠ ଶିକ୍ଷକ ବୈକୁଣ୍ଠସୁନାନୀ, ହଲଦି ପଂଚାୟତ ସମ୍ପାଦକ ଯନ୍ମେଜୟ ନାଏକ, ଜଗନ୍ନାଥ ନାଏକ ମୁଖ ଉପସ୍ଥିତ ରହି ଆଜିର୍ ଦିବସକୁ ସୁଚାରୁ ରୁପେ ପାଳିତହେଇ ଥିଲା ।