Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଡମ ସମାଜ ପକ୍ଷରୁ ଦିଆଲ ପରବ ଭେଟଘାଟ

କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ସୁବାଇ ପଞ୍ଚାୟତ ଲୁହାବା ଗାଁରେ ଧୁମ ଧାମରେ ପାଳନ କଲେ କୋରାପୁଟ ଜିଲ୍ଲା ଡ଼ମ ସମାଜ ବିକାଶ ପରିଷଦ ପକ୍ଷରୁ ଦିଆଲି ପରବ ଭେଟଘାଟ କାର୍ଯକ୍ରମ ରେ ମୁଖ୍ୟ ଅତିଥି ସମାଜ ସେବୀ ଭାବରେ ଜଗୋଦେଇ ଥିଲେ ପଟାଙ୍ଗି ର ଲୋକ ପରିଚିତ ବେକ୍ତି ତଥା ସମାଜସେବୀ କାର୍ତ୍ତିକ ଖିଲ, ବରଣ୍ୟ ଅଥିତି ଜୟରାମ ପୂଜାରୀ,ଓ ବିଶିଷ୍ଟ ସମାଜ ସେବି ଶ୍ରୀ ନବଘନ ଖିଲ,ଡ଼ମ ସମାଜର ମୁଖ୍ୟବକ୍ତା ଭାବେ ଶ୍ରୀ ରଞ୍ଜନ ମହୁରୀଆ, ଡାନିଏଲ ଖରା,ଅର୍ଜୁନ ବାଙ୍କା , ଅଶୋକ କନ୍ଧପାନ,ଉପସ୍ଥିତ ଥିଲେ ଏଥିରେ ଡମ ସମାଜର ସଂସ୍କୃତି, ର ଗୀତ ନାଚ, ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାତି ଦିନ ବାହାର କରି ଡ଼ମ ସମାଜ ଦିଆଲ ପରବ ଭେଟଘାଟ କାର୍ଯକ୍ରମକୁ ଶେଷ କରିଥିଲେ ଏହି ବନ୍ଦୁ ମାନେ ହେଲେ ସେମିଲିଗୁଡା ବ୍ଲକ ଉପ ସଭାପତି ନିରଞ୍ଜନ ଖିଲ ଏବଂ ଜିଲ୍ଲା ସେକ୍ରେଟାରୀ ସହଦେବ ବାଘ ଓ ଦିଲୀପ ଖରା ମଞ୍ଚ ପରିଚାଳନା କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ