Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ବଚପନ ଏକାଡେମିକ ହାଇଟ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ

କଳାହାଣ୍ଡି, ୦୧/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପରଦେଶୀ ପଡା ଠାରେ ଥିବା ବଚପନ ଏକାଡେମିକ ହାଇଟ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି ଗତ 28ତାରିଖ ରେ ସ୍କୁଲ ଅଦ୍ଧକ୍ଷା ମମତା ରାଣୀ ପଟ୍ଟନାୟକ ଓ ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ମୁକୁନ୍ଦ ରେଡ୍ଡୀ ଏହି କ୍ରୀଡା ଉତ୍ସବ ଉଦଘାଟନ କରିଥିଲେ ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ମିଶ୍ର, ସନମାନୀୟ ଅତିଥି ଭାବେ ଶିକ୍ଷକ ମୁକୁନ୍ଦ ରେଡ୍ଡୀ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏହି ଉତ୍ସବ ରେ ସ୍କୁଲ ଶିକ୍ଷକ ସମରେନ୍ଦ୍ର ଷଡ଼ଙ୍ଗୀ, ବି ଏସ ରାମ ଅବିଷେକ, ଭୋଲା ପ୍ରସାଦ ନାଗ, ଶିକ୍ଷୟିତ୍ରୀ ସୁନିତା ପାଢ଼ୀ, ପଲ୍ଲବୀ ନାଏକ, ମନ୍ଦାକିନୀ ବାଣୁଆଁ, ବନ୍ଦିତା ସାହୁ, ପି ରେଣୁକା, ଶେଫାଳୀ ମୁଣ୍ଡ ଶର୍ମିଷ୍ଠା ରଥ ପ୍ରମୁଖ ସାହାଯ୍ୟ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ