ଆଦିବାସୀଙ୍କ ପରମ୍ପରା


ଆଦିବାସୀ ସଂସ୍କୃତି ପୃଥିବୀର ଶ୍ରେଷ୍ଠ ସଂସ୍କୃତି ! ମଣିଷର ଜୀବନ ଜିଇଁବାର ଏକ ମାର୍ଗ ! ସୃଷ୍ଟି ସହିତ ଯୋଡ଼ିତ ଯାହା ପ୍ରକୃତି କହୁଛେ ! ପ୍ରକୃତି ବିନା ଜୀବ ଜଗତର ବଞ୍ଚିବା ସମ୍ଭବ ନୁହେଁ ! ଭିନ୍ନ ଭିନ୍ନ ଧର୍ମର ଲୋକ ଯିଏକି ଇଶ୍ୱର,ଭଗବାନଙ୍କ ଆଶାରେ ବାଉଳା ହେଉଥିବା ଲୋକ ମଧ୍ୟ ପ୍ରକୃତି ବିନା ଏକ ସେକେଣ୍ଡ ମଧ୍ୟ ବଞ୍ଚି ପାରିବେ ନାହିଁ ! ଯେହୁଁ ଲୋକ ଭିନ୍ନ ଭିନ୍ନ ଧର୍ମରେ ଯେହୁଁ ଇଶ୍ୱର ଓ ଭଗବାନଙ୍କୁ ମାନୁ ଛନ୍ତି ସେ ଇଶ୍ୱର,ଭଗବାନ ବି ପ୍ରକୃତି ବିନା ବଞ୍ଚି ପାରିନ ଥିଲେ ! ଏହି ଦେଶର ମାଲିକ ଆଦିବାସୀ ହେଉଛନ୍ତି ସମସ୍ତଙ୍କ ମାଲିକ ! ଆଦିବାସୀ ଭୂମିରେ କୌଣସି ଦେବାଦେବୀ ଆଦିବାସୀଙ୍କ ବିନା ରହିବା ସମ୍ଭବ ନୁହେଁ ! ଆମ ପ୍ରକୃତି ସମସ୍ତଙ୍କ ଭଗବାନ ! ଭୂମି,ଗଗନ,ବାୟୁ ଓ ନିର (ପାଣି) ! ଏହି ଚାରି ବସ୍ତୁ ବିନା ଜୀବନ ସମ୍ଭବ ନୁହଁ ! ଏହି ଚାରି ବସ୍ତୁର ମାଲିକ ଆଦିବାସୀ ! ମଣିଷ ତିଆରୀ ନିୟମରେ ମଣିଷ ଘାଣ୍ଟି ହେଉଛି ଓ ଭୟ କରୁଛି କିନ୍ତୁ ପ୍ରକୃତି ନିୟମକୁ ଭୟ ନ କରି ଦୂଷିତ କରୁଛି ! ପରିବେଶ ଦୂଷିତ କରି ମୃତ୍ୟୁକୁ ଡାକୁଛି ! ଏଣୁ ଆଦିବାସୀଙ୍କ ନିୟମ ନୀତିକୁ ଓ କଳା ସଂସ୍କୃତି ବଞ୍ଚାଇ ରଖିଲେ ପୃଥିବୀ ବଞ୍ଚିବ ! ପୃଥିବୀ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ! ଜୟ ଆଦିବାସୀ ଜୟ ମୂଳନୀବାସୀ !
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ