Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମକୃଷ୍ଣ ବିବେକାନନ୍ଦ ସେବା ସଂଘର କମ୍ବଳ ବଣ୍ଟନ

ସମ୍ବଲପୁର: ରାମକୃଷ୍ଣ ବିବେକାନନ୍ଦ ସେବା ସଂଘ ସମ୍ବଲପୁର ଶାଖା ପକ୍ଷରୁ କମ୍ବଳ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଜମନକିରା ବ୍ଲକ୍ ର କୁମକାପାଲି,କୁଟୁରାଚୁଆଁ,ଖଇରମାଲ,କାନିବନ୍ଦଲି,ଆଦି ଗ୍ରାମର ଅବହେଳିତ ଓ ଦୁସ୍ଥ ପରିବାରର ବୃଦ୍ଧ ବୃଦ୍ଧା ମାନଙ୍କୁ ୧୦୦ଟି କମଳ ବିତରଣ କରାଯାଇଥିଲା।ସଂଘର ସଭାପତି ସୁନୀଲ କୁମାର ସେନଗୁପ୍ତ, ସଂପାଦକ ଅଶୋକ କୁମାର ହୋତା,କାଳି ପ୍ରସାଦ ସିହ୍ନା,ବିଶ୍ୱନାଥ ପ୍ରଧାନ,ବରିଷ୍ଠ ଆଇନଜୀବି ସୁବାସ ତ୍ରିପାଠୀ ,ପ୍ରଦୀପ କୁମାର ଦୁବେ,ଯୋଗେଶ ଦୀକ୍ଷିତ ,ଗୌଡପାଲି ଫାଣ୍ଡି ଅଧିକାରୀ, ସୁଧୀର କୁମାର ମହାକୁଡ,ସମିତି ସଭ୍ୟ ସୁଶିଲ ମିର୍ଦ୍ଧା ପ୍ରମୂଖ ଏଥିରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ