Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବାର୍ଷିକ ଉତ୍ସବ

କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ରଣମାଳ ଖଳିଅଭଟା ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ରିଖିରାମ ଶବର ଯୋଗ ଦେଇ ଥିବା ବେଳେ ସମ୍ପାଦକ ଟିକ୍ ଚନ ବନ୍ଦିଛୋଡ, ପ୍ରଧାନ ଆଚାର୍ଯ୍ୟ କୁରୁକ୍ଷେତ୍ର ମାଝି, ଗୁରୁମା ସୁଶ୍ରୀ ଖିରଦ୍ରି ମାଝି, ଉଦୟମଣୀ ପୁଝାରୀ, ସୁଶ୍ରୀ ଲିପିକା ପଟେଲ, ପ୍ରତିମା ନାୟକ, ବିଜୟଲକ୍ଷ୍ମୀ ବାଗ, ରଶ୍ମିତା ବନ୍ଦିଛୋଡ, ଶ୍ରୀମାନ କୈଳାସ ନାୟକ, କନିଷ୍ଠ ବାଗ, ଜୟସିଂହ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ କ୍ରୀଡା ପ୍ରତି ଯୋଗିତା, ଚିତ୍ରାଙ୍କନ, ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।