Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଲୋକ ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନିତ ପାଇଁ ଦାବିପତ୍ର

ସମ୍ବଲପୁର:ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ରଙ୍କୁ ଆଜି ଦିଆଯାଇଛି ଏକ ଦାବି ପତ୍ର। ସମ୍ବଲପୁର ଲୋକ ମହୋତ୍ସବକୁ ସଂସ୍କୃତି ଓ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନିତ କରିବାକୁ ବିଜୁ ଜନତାଦଲର ରାଜ୍ୟ ମୁଖପାତ୍ର, ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ତଥା ମା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ କୁମାର ବାବୁଙ୍କ ଉପସ୍ଥିତିରେ ଲୋକ ମହୋତ୍ସବ ସଂଯୋଜକ ଭୋଳା ମୋହତମ ତଥା ଅନ୍ୟ ସଦସ୍ୟ ମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ସମୟରେ ଲୋକ ମହୋତ୍ସବର ମାନସ ମିଶ୍ର,ସୌରୀ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ