Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ସହ ସମ୍ବଲପୁରୀ ଧନୁଯାତ୍ରା କମିଟିର ଆଲୋଚନା

ସମ୍ବଲପୁର:ସମ୍ବଲପୁରରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ ପରିପ୍ରେକ୍ଷୀରେ କମିଟିର ସଭାପତି ସଞ୍ଜୟ ବାବୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି। କମଲ ଲୋଚନ ପଣ୍ଡା, ଜୟକୃଷ୍ଣ ବେହେରା, ଗୁଣ ରଞ୍ଜନ ସାଲିମା, ଚୈତନ୍ୟ ନାୟକ ଓ ଫଣିନ୍ଦ୍ର ପଣ୍ଡା ପ୍ରମୁଖ ସମ୍ବଲପୁର ଜିଲ୍ଲାପାଳ ଙ୍କ ସହିତ ସାକ୍ଷାତ କରି ସମ୍ବଲପୁରରେ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରା ସମ୍ବଧ ରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଜ଼ିଲ୍ଲାପାଳ ଏହି ଧନୁଯାତ୍ରା ନିମନ୍ତେ ସହମତି ପ୍ରକାଶ କରି ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବା ପାଇଁ ସମ୍ମତି ଜଣାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ