Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡଃ.କୁମାର ବିଶ୍ୱାସଙ୍କ କବି ସମ୍ମିଳନୀରେ ସାମିଲ ହେଲେ ଧର୍ମେନ୍ଦ୍ର

ସମ୍ବଲପୁର:ସମ୍ବଲପୁର ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ଆୟୋଜିତ ବିଶିଷ୍ଟ କବି ‘ଡକ୍ଟର କୁମାର ବିଶ୍ୱାସଙ୍କ କବି ସମ୍ମିଳନୀ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କବିଙ୍କ କବିତାର ମାଧୁର୍ଯ୍ୟକୁ ନେଇ ମନ୍ତ୍ରୀ ବିମୁଗ୍ଧ ହେବା ସହ ସାହିତ୍ୟ ହେଉଛି ଜନ ଜୀବନର କଥା ଓ ବ୍ୟଥା ।ସାହିତ୍ୟର ଭାଷା କବିଙ୍କ ତୁଳନାତ୍ମକ ଭାବଚେତନା ହିଁ ସମାଜ ପାଇଁ ଏକ ଦର୍ପଣ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।