Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୁଆଁ- ଓ- ଓଡିଶା ସାହିତ୍ୟ ପ୍ରତିଯୋଗିତା ଉଯାପିତ

ବେଲଗୁଣ୍ଠା 2/2/2024 : ବେଲଗୁଣ୍ଠା ବ୍ଲକ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ “ନୂଆ – ଓ ” ଓଡିଶା ସାହିତ୍ୟ ପ୍ରତିଯୋଗିତା ସହ ଜଗନ୍ନାଥ ସଂସ୍କୃତିର ଆଲୋଚନା ଚକ୍ର ଅଧକ୍ଷା ମାମା ପରିଡା ଙ୍କ ଅଧକ୍ଷୟତା ଉଦଯାପିତ ହୋଇଥିଲା l କାର୍ଯ୍ୟକ୍ରମ ର ସଂଯୋଜିକା ପ୍ରାଧ୍ୟାପିକା ଡ଼.ନଳନୀପ୍ରଭା ଦାସ ସୁନ୍ଦର ଭାବେ ପରିଚାଳନା କରିଥିଲେ l
ମୁଖ୍ୟଅତିଥି ରୂପେ ଡ଼. ପ୍ରଫୁଲ୍ଲ
ମାଝୀ ଯୋଗଦେଇ ପୌରାଣିକ କଥା ଉଦାହରଣ ଦେଇ ପିଲାମାନଙ୍କ ମଧ୍ୟରେ ସଂସୃତି ସୁରକ୍ଷା ଦେବା ପାଇଁ ଜାଗ୍ରତ କରିଥିଲେ l ମୁଖ୍ୟବକ୍ତା ରୂପେ ବିଶ୍ୱଭାରତୀ ଅଧକ୍ଷ କୁଞ୍ଜବିହାରୀ ନାୟକ, ଅନ୍ୟତମ ଅତିଥି ରୂପେ ଗୋବରା ସମିତି ସଭ୍ୟ ବିଭୁପାଦ ଜେନା ,ଇଁରାଜୀ ଅଧ୍ୟାପକ ରାଧାମାଧବ ପ୍ରଧାନ, ଇତିହାସ ଅଧ୍ୟାପକ ସନ୍ତୋଷ ବିଶ୍ୱାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଭଲ ପାଇବା କୁ ପ୍ରଶଂସା କରିଥିଲେ l ପ୍ରାଧ୍ୟାପିକା ଡ଼.ନଳନୀପ୍ରଭା ଦାସ ସ୍ୱାଗତ ଅଭିଭାଷଣ ସହ ଧନ୍ୟବାଦ ରଖିଥିଲେ l ରାମକୃଷ୍ଣ ପାତ୍ର, ସୁଧୁରା କୁମାରୀ ମହାପାତ୍ର, ସୁଚେତା ସ୍ୱାଇଁ, ଆରତୀ ସେଠୀ, ଅଶ୍ୱିନୀ କୁମର ପାଗଡ଼, ସନ୍ୟାସୀ ପାତ୍ର, ନାଳନୀ ଜେନା, ଅଞ୍ଜଳି ପାତ୍ର ନାରାୟଣ ସାହୁ, ରବୀନ୍ଦ୍ର ଗୌଡ଼ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ସୋନମ ପ୍ରଧାନ ଭାଷା ସାହିତ୍ୟ
ପ୍ରତିଯୋଗିତା ରେ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ l