Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରେ ସୁଭଦ୍ରା ରଥ କୁ ସ୍ଵାଗତ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବହଲପଦର , କେନଝରିଆପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନ ରେ ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ପ୍ରେରିତ ସୁଭଦ୍ରା ରଥକୁ ହୁଳହୁଳି ଓ ହରିବୋଲ ଶବ୍ଦ ରେ ଭବ୍ୟ ସ୍ଵାଗତ କରାଯାଇଥିଲା । ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ତଥା ଘରେ ଘରେ ମହିଳାମାନଙ୍କ ଜାଣିବା ପାଇଁ ପ୍ରେରିତ ସୁଭଦ୍ରା ରଥ ତଥା ସୁଭଦ୍ରା ଯୋଜନା କୁ ଭୂରୀୟସି ପ୍ରଶଂସା କରିବା ସହ ସ୍ବାଗତ କାର୍ଯକ୍ରମ ରେ କେନଝରିଆ ଗ୍ରା.ପ ସରପଞ୍ଚ ଶ୍ରୀମତୀ ସସ୍ମିତା ଦୀପ , ପିଇଓ ଅକ୍ଷୟ ଭୋଇ , ଏ ଡି ଇ ଓ ପ୍ରଶାନ୍ତ କୁମାର ପଣ୍ଡା , ପିଅନ ବିଦେଶି ରଣା , ଏମ୍ ବି କେ ଗୀତାଞ୍ଜଳି ଜେନା , ସମସ୍ତ ସିଆରପି ତଥା ଗ୍ରାମପଞ୍ଚାୟତର ସମାଜ ସେବୀ , ଜନସାଧାରଣ ତଥା ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହି ଭବ୍ୟ ସ୍ବାଗତ କରିଥିଲେ l