Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଖଡ଼ିଆଳ : ଖଡ଼ିଆଳ-ସିନାପାଲି ମଝିରେ ଥିବା ବରଗାଁ ଗ୍ରାମର ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆଜି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ରାସ୍ତାର ସମସ୍ୟାକୁ ଦୂର କରିବା ପାଇଁ ନିବେଦନ କରାଯାଇଛି। ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସ ମଧ୍ୟରେ ରାସ୍ତାର ସମସ୍ୟା ଦୂର କରିବା ପାଇଁ । ଏକ ମାସ ମଧ୍ୟରେ ରାସ୍ତାର ସମସ୍ୟା ସମାଧାନ ନ ହେଲେ ଗ୍ରାମବାସୀ ଓ ଦଳିତ ଅଧିକାର ମଞ୍ଚ ଖଡିଆଳ ସିନାପାଲି ରାସ୍ତା ଅବରୋଧ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ