ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଭତରା ଗାନ୍ଧୀ ୟୁଥ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ କପ ଫାଇନାଲ ଖେଳ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ଉଦଯାପନୀ ଉସ୍ଵବରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ର ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ,ସମ୍ବାନୀୟ ଅତିଥି
ସମ୍ବଲପୁର ବିଧାୟକ ଙ୍କ ସୁପୁତ୍ରି ସୁଭଶ୍ରୀ ମିଶ୍ର,ମାନେଶ୍ଵର ବ୍ଲକ ଅଧ୍ୟକ୍ଷା ରୁକୁଣୀ ମହାନନ୍ଦ ପୂର୍ବତନ ସମ୍ବଲପୁର ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।ଗାନ୍ଧୀ ୟୁଥର କମିଟି ର ସମସ୍ତ ଉପସ୍ଥିତ ଥିଲେ ।
ଭତରା ଗାନ୍ଧୀ ୟୁଥ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ କପ ଉଦଯାପିତ
