Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୁଦ୍ଧ ଓ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ସ୍ଥିତ ଆମ୍ବେଦକର ସେବାସଂଘ ଠାରେ ଗୌତମ ବୁଦ୍ଧ ଓ ସନ୍ଥକବି ଭୀମ ଭୋଇ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ସଂଘର ସଭାପତି ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ l ସାଧାରଣ ସମ୍ପାଦକ କର୍ମୁ କଲତା, ପ୍ରଦୀପ ଜାଲ, ଗୌର ଜଗଦଲା,ଆଶ୍ରୟ ମହାନନ୍ଦ, ସୁମନ୍ତ ଜଗଦଲା, ପ୍ରଦୀପ ଜାଲ, ନବୀନ ଭୋଇ, ଜମ୍ବେଶ୍ୱର ଦୀପ ପ୍ରମୁଖ ଅତିଥିଭାବେ ଯୋଗଦେଇ ବୁଦ୍ଧ ଓ ସନ୍ଥ କବିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ l ଏ ଅବସରରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମେଘନାଦ ଭୋଇଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା l