Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରା ଚାଲାଣ ହେଉଥିବା ଦୁଇଟି ବାଲି ବୋଝେଇ ଟ୍ରାକଟର କୁ ଜବତ କଲା ସୁବଳୟା ପୁଲିସ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ ଆଜି ସକାଳ ସମୟରେ ଫୋନ୍ ଯୋଗେ ଖବର ପାଇ ଦୁଇଟି ଟ୍ରାକ୍ଟର ଚୋରା ବାଲି ବୋଝେଇ କରି ଫେରାର ମାରୁଥିବା ସମୟରେ ମାଡି ବସିଥିଲା l ଜବତ ଟ୍ରାକଟର ଥାନାକୁ ଆଣି ତଦନ୍ତ କରି ଏକ ମାମଲା କେଶ ନଂ 26/25ରେ ରୁଜୁ କରିଥିବା ପ୍ରକାଶ କରିଛନ୍ତି l ଅଞ୍ଚଳରେ ଘର କାମରେ ବ୍ୟବହାର କରୁଥିବା ବାଲି କେମିତି ପାଇବେ ଲୋକ ଚିନ୍ତା ରେ ଥିବା ସହିତ ଟ୍ରାକ୍ଟର ମାଲିକ ମାନେ ମଧ୍ୟରେ ଭାଳେଣି ପଡ଼ିଲାଣି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଲାଣି l ଲୋକଙ୍କୁ ବାଲି ସୁଭିଧାରେ ଯୋଗାଇବା ପାଇଁ ସରକାରଙ୍କ ଠାରେ ଦାବି କରୁଛନ୍ତି ଅନେକ ବୁଦ୍ଧିଜୀବୀ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ