Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୌତୁକ ପାଇଁ ବିବାହିତ ମହିଳା ଙ୍କୁ ହତ୍ୟା ଅଭିଯୋଗ ଆଣିଲେ ମହିଳା ଙ୍କ ବାପା ଘର ଲୋକେ…ଶବ କୁ ବାପା ଘର ପରିବାର ନିଜ ଗାଁ କୁ ନେଇଁ କଲେ ଅନ୍ତିମ ସଂସ୍କାର…

ଲକ୍ଷ୍ମୀପୁର ୧୬/୦୩ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ରାମିଝୋଲା ଗାଁ ରେ ଜଣେ ବିବାହିତା ମହିଳା ଙ୍କ ମୃତ ଦେହ ଶ୍ୱଶୁର ଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି।ମୃତକ ଜଣକ ହେଲେ ୨୨ ବର୍ଷୀୟା ସୁଲନ୍ତି ମାଣ୍ଡିଙ୍ଗା।ସୁଲନ୍ତି ୫ ବର୍ଷ ତଳେ ରାମିଝୋଲା ଗାଁ ର ଗୋପାଳ ପ୍ରାସ୍କା ନାମକ ଯୁବକ ଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଘରେ ଅନେକ ସମୟରେ ଅଶାନ୍ତି ଲାଗି ରହିଥିଲା, ଏପରିକି ଗତ ବର୍ଷ ଗୋପାଳ ଘରେ ଝଗଡା ପରେ ଦାଦନ ଶ୍ରମିକ ପାଇଁ ବାହାର ରାଜ୍ୟ କୁ ଚାଲି ଯାଇଥିଲା, ଗୋପାଳ ବାହାର ରାଜ୍ୟ କୁ ଚାଲିଯିବା ପରେ ସୁଲନ୍ତି ବାପା ଘର ଗାଁ ରାୟଗଡା ଜିଲ୍ଲା ର ପୁଂଜାପାଇ ଗାଁ ରେ ଚାଲି ଆସିଥିଲା। ଗତ ମାସରେ ଗୋପାଳ ଗାଁ କୁ ଫେରିବା ପରେ ତାଙ୍କ ପତ୍ନୀ ରହୁଥିବା ପୁଞ୍ଜାପାଇ ଗାଁ କୁ ଯାଇ ସୁଲନ୍ତି ଓ ତାଙ୍କ ପରିବାର ସଦସ୍ୟ ଙ୍କ ସହ ବୁଝାସୁଝା କରି ସୁଲନ୍ତି ଙ୍କୁ ନିଜ ଘରକୁ ଆଣିଥିଲା। ଗତ କିଛି ଦିନ ହେଲା ଠିକ ଠାକ ରେ ଉଭୟ ରହୁଥିବା ବେଳେ ସୁଲନ୍ତି ଙ୍କ ମୃତ ଦେହ ଗତକାଲି ଘର ଭିତରୁ ମିଳିଥିଲା। ଗୋପାଳ ଙ୍କ ପରିବାର ଲୋକେ ସୁଲନ୍ତି ପଙ୍ଖା ରେ ଝୁଲି ଆତ୍ମହତ୍ୟା  କରିଛି ବୋଲି କହିଥିବା ବେଳେ ସୁଲନ୍ତି ଙ୍କ ବାପା ଘର ଲୋକେ ଝିଅର ମୃତ୍ୟୁ କୁ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଲକ୍ଷ୍ମୀପୁର ଥାନା ରେ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ଆଧାର କରି ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସହ ପୋଲିସ ଟିମ ଗାଁ ରେ ପହଂଚି ଶବ କୁ ଡାକ୍ତରଖାନା ରେ ଆଣି ଶବ ବ୍ୟବଛେଦ କରାଇ  ତଦନ୍ତ ଜାରି  ରଖିଥିବା କହିଛନ୍ତି …ଅନ୍ୟ ପକ୍ଷ ରେ ଶବ କୁ ଅନ୍ତିମ ସଂସ୍କାର କରିବା ସକାଶେ ଦୁଇ ଗାଁ ରେ ସଦସ୍ୟ ମଧ୍ୟରେ ବଚସା ହୋଇଥିଲା, ଶେଷରେ ବାପା ଘର ଲୋକେ ଝିଅର ଶବ କୁ ଜିଦି କରି ଅନ୍ତିମ ସଂସ୍କାର ସକାଶେ ନେଇଁ ଯାଇଥିଲେ।ମୃତ ସୁଲନ୍ତି ଙ୍କ ବାପା ଜଙ୍ଗୁଲୁ ମାଣ୍ଡିଙ୍ଗା,ଭାଇ ବନ୍ଧୁ ମାଣ୍ଡିଙ୍ଗା ଓ ସମ୍ପର୍କୀୟ ମାନେ କହିଛନ୍ତି କି ଝିଅ ବଂଚିଥିବା ସମୟରେ ଜ୍ୱାଇଁ ଗୋପାଳ ପ୍ରାସ୍କା,ଶ୍ୱଶୁର ଛେଲିଆ ପ୍ରାସ୍କା ପ୍ରମୁଖ ଅନେକ ନିର୍ଯ୍ୟାତନା ଦଉଥ�

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ