Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପକୋରାପୁଟ ଜିଲ୍ଲା ସେମିଳିଗୁଡା ରେ ଏକ ବିଶାଳ ଖ୍ରୀଷ୍ଟୀୟ ମହାସଭା ପାଳିତ

କୋରାପୁଟ ଜିଲ୍ଲା ସେମିଳିଗୁଡା ରେ ଏକ ବିଶାଳ ଖ୍ରୀଷ୍ଟୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି, ସମ୍ମିଳିତ ପାଳକ ସହଭାଗିତାର ଆନୁକୂଲ୍ୟରେ ଏକ ରାଜ୍ୟସ୍ତରିୟ ଖ୍ରୀଷ୍ଟୀୟାନ ସଭା ଅନୁଷ୍ଠିତ ହଇଯାଇଛି, ଏହି ସଭା ତିନି ଦିନ ଧରି ସେମିଳିଗୁଡା ମିନି ଷ୍ଟାଡିୟମ ଠାରେ ସଭାପତି ଆଚାର୍ଯ୍ୟ ଦାନିଏଲ ଖରା ଓ ସମ୍ପାଦକ ଆଚାର୍ଯ୍ୟ ସୁନିଲ କ୍ଷତ୍ରିୟ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ବକ୍ତା ଭାବେ ପାଳକ ସୂରଜ ପ୍ରେମାଣି ମୁମ୍ବାଇ ରୁ ଆସି ଯୋଗ ଦେଇ ତିନି ଦିନ ଧରି ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ ଦିନ ବେଳେ ଯୁବକ/ ଯୁବତୀ ମାନଙ୍କ ସମ୍ମିଳନୀ ହୋଇ ଥିଲା ଓ ସନ୍ଧ୍ୟା ସମୟରେ ସମସ୍ତ ଙ୍କ ସୁସମାଚାର ସଭା ଅନୁଷ୍ଠିତ ହୋଇଥିଲା, ଏଥିରେ ଖ୍ରୀଷ୍ଟୀୟ କଣ୍ଠ ଶିଳ୍ପୀ ଭାଇ ଯୋଗନମୋହନ ନାଗ୍ ଯୋଗ ଦେଇ ଖ୍ରୀଷ୍ଟୀୟ ଭୋଜନ ଗାଇ ସମସ୍ତ ଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ରେ କଢା ଇ ନେଇଥିଲେ ସ୍ଥାନୀୟ ଗାୟକ ଦଳ ର ନେତୃତ୍ୱ ପାଳକ ମୋଜେସ ରାଜ କମାର ,ସଲମନ କୁଲଦିପ୍ ଓ ଭାଈ ତପନ ତୁରୁକ ନେଇଥିଲେ, ଏଥିରେ ହଜାର, ହଜାର ସଂଖ୍ୟା ଭକ୍ତ ଗଣ ଈଶ୍ବରଙ୍କ ବାକ୍ୟ ଶୁଣିବା ପାଇଁ ଏକତ୍ର ହୋଇଥିବା ବେଳେ ପାଳକ ସୂରଜ ପ୍ରାମାଣି ଏହି ତିନି ଦିନ ମଧ୍ୟରେ ଖ୍ରୀଷ୍ଟୀୟ ନୈତିକ ଜିବନ ବିଷୟରେ ଶିକ୍ଷା ଦେଇ କିପରି ଭାବରେ ନିଜକୁ ପବିତ୍ର ରଖି ପାରିବେ ଶିକ୍ଷା ଦେଇ ଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଯୋଜନା ବଡ଼ର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ଶ୍ରୀ ରଘୁ ରାମ ପଡାଲ ଓ ସମ୍ମାନୀୟ ଅତିଥି ଭାବେ ପଟାଙ୍ଗି ବିଧାୟକ ପ୍ରିତମ୍ ପାଡି ଯୋଗ ଦେଇଥିଲେ ପ୍ରଥମ ଦିନ ରେ ପାଳକ ଦାନିଏଲ ଖରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, ଉଦଯାପନି ଉସ୍ଚବରେ ପାଳକ ସୁନିଲ କ୍ଷତ୍ରିୟ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗରିଷ୍ଠ ପାଳକ ଗଣ ଏଚ୍ .କେ ପାଟାଲା, ଏ ଗିଡିୟନ୍, ଯୋନ୍ ସି ଭରଗିସ୍ , ଜି ସାମୁଏଲ, ବି କରୁଣା କର, ସରଜ କୁମାର, ଏଭି ରାଘବାଲୁ , ଯୋଗ ଦେଇଥିବା ବେଳେ ରନ୍ଜନ ଖରା, ରନ୍ଜନ ତାଡିଙ୍ଗି ସମ୍ପଦ ଖରା , ଚନ୍ଦ୍ର ସେନ ଭତ୍ରା, ବିଜୟ ଭୁଈୟା , ରନ୍ଜିତ ଶ୍ରୀ ହରିଆ, ପ୍ରମୁଭ ପରିଚାଳନା ସୋହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ