Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୈନିକ ମାନଙ୍କ ସାହାସ, ଧୈର୍ଯ୍ୟ ଓ ତ୍ୟାଗ ନିମନ୍ତେ,ଜିଲ୍ଲାପାଳ କୋରାପୁଟ ଙ୍କ ନିର୍ଦ୍ଦେଶ କ୍ରମେ ଶୋଭାଯାତ୍ରା..

ଲକ୍ଷ୍ମୀପୁର ୧୦/୦୫…ଆମ ମହାନ୍ ଦେଶ ଭାରତ ର ସାର୍ବଭୌମତ୍ୱ ଓ ଅଖଣ୍ଡତା କୁ ସଦାସର୍ବଦା ସୁରକ୍ଷା ଦେଇ ଆସୁଥିବା ଆମ ବୀର ସୈନିକ ମାନଙ୍କ ସାହାସ, ଧୈର୍ଯ୍ୟ ଓ ତ୍ୟାଗ ନିମନ୍ତେ ଜିଲ୍ଲାପାଳ,କୋରାପୁଟ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଆଇଆଇସି ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବ୍ଲକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ଆମ ଲକ୍ଷ୍ମୀପୁର ବ୍ଲକରେ ଏକ ବିଶାଳ ଶୋଭାଯାତ୍ରା ଲକ୍ଷ୍ମୀପୁର ମିନି ଷ୍ଟାଡିୟମ ଠାରୁ ଘୋଡା ବନ୍ଧ ତୋଟା ପର୍ଯ୍ୟନ୍ତ ତା:୧୧/୦୫/୨୦୨୫ରିଖ ରବିବାର ଦିନ ସକାଳ ୦୮.୦୦ ଘ. ରୁ ୧୦.୦୦ଘ. ପର୍ଯ୍ୟନ୍ତ କରାଯିବାକୁ ନିଷ୍ପତି ନିଆ ଯାଇଛି…ସମସ୍ତ ବିଭାଗର ସରକାରୀ ଓ ବେସରକାରୀ କର୍ମଚାରୀ / ଗଣମାଧ୍ୟମ ପ୍ରତିନିଧି /ଯୁବଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ଯୋଗଦେଇ ଶୋଭାଯାତ୍ରାକୁ ସାଫଲ୍ଯ ମଣ୍ଡିତ କରିବା ନିମନ୍ତେ ଅନୁରୋଧ କରିଛି ଲକ୍ଷ୍ମୀପୁର, ପୋଲିସ..
*।ଜୟ ହିନ୍ଦ୍।ଜୟ ଭାରତ।*

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ