Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଳାଭୂମି ଉଚ୍ଚ ବିଦ୍ୟାଳୟ କୁ ପ୍ରକୃତି ମିତ୍ର.

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଆନା ଗ୍ରାମ ପଞ୍ଚାୟତ ଅଧୀନ ବେଳା ଭୂମି ଉଚ୍ଚ ବିଦ୍ୟାଳୟ କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖ ନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ପୁରସ୍କାର ଜୁନ ପାଞ୍ଚ ତାରିଖ ବିଶ୍ଵ ପରିବେଶ ଦିବଶ ଅବସରରେ ଓ ୟୁ ଟି ଭବନ, ଭୁବନେଶ୍ୱର ଠାରେ ଏକ ରାଜ୍ୟ ସ୍ତରୀୟ ଉତ୍ସବ ରେ ପ୍ରଦାନ କରା ଯାଇ ଅଛି. ଏହି ପୁରସ୍କାର କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ ଓ ସହ କାରି ଶିକ୍ଷକ ବିଜୟ କୁମାର ଭଟ ଅନୁଷ୍ଠାନ ତରଫରୁ ସେଠାରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଠାରୁ ପୁରସ୍କାର ଗ୍ରହଣ କାରି ଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ