Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମୀୟ ପଟନୟିକ କିସାନ କଂଗ୍ରେସ ର ଜାତୀୟ ସଂଯୋଜକ ନିଯୁକ୍ତି l

ଅସ୍ତରଙ୍ଗ,, ପ୍ରଦେଶ କଂଗ୍ରେସ କମିଟି କିସାନ କଂଗ୍ରେସ ସଭାପତି ଶ୍ରୀ ଅମୀୟ କୁମାର ପଟନାୟକ ସର୍ବ ଭାରତୀୟ ସ୍ତରରେ କିଷାନ କଂଗ୍ରେସ ର ନୂତନ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି l ଏହି ସମ୍ବଧୀୟ ଏକ ଲିଖିତ ନାମା ସର୍ବ ଭାରତୀୟ କିଷାନ କଂଗ୍ରେସ ସଭାପତି ସୁଖପାଲ ସିଂ ଖଉରା ଏକ ପତ୍ର ମାଧ୍ୟମ ରେ ଶ୍ରୀ ପଟନାୟକ ଙ୍କୁ ଜଣାଇଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଜେ, ଶ୍ରୀ ପଟନାୟକ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ରହିଥିବା ବେଳେ, ବର୍ତ୍ତମାନ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ, ସହ ବହୁ ଅନୁଷ୍ଠାନ ସହ ସମ୍ପୃକ୍ତ ରହି ମାନବ ସେବାରେ ବ୍ରତୀ ଅଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ