ଅସ୍ତରଙ୍ଗ,, ଅସ୍ତରଙ୍ଗ ବଜାର ସମେତ ତାର ଆଖ ପାଖ ଅଞ୍ଚଳ ସହ ବିଭିର୍ଣ୍ଣ ଶିକ୍ଷାନୁଷ୍ଠାନ ମାନଙ୍କରେ ଧୁମ ଧାମ ରେ ବାବା ଗଣ ପତିଙ୍କର ପୂଜାର୍ଚନା ପାଳିତ ହୋଇ ଯାଇ ଅଛି l କାଣମଣ ଗ୍ରାମର ମା ସତିମା ଗଣପତି କ୍ଳବ,ଓକଣମଣ ନଦୀକୂଳ ଛକ, ଅସ୍ତରଙ୍ଗ ସାମ୍ବାଦିକ ସଂଘ, ଆଦି ଅନୁଷ୍ଠାନ ଗୁଡିକରେ ଯଥା ଵିଧି ଗଣ ପତିଙ୍କ ପୂଜା ସମାପନ ହୋଇ ଥିବା ବେଳେ, ସୁରେନ୍ଦ୍ର ନାଥ ବିଦ୍ୟାପୀଠ, ସୁନ୍ଦର, ବେଳାଭୂମି ହାଇ ସ୍କୁଲ, ସରସ୍ୱତୀ ବିଦ୍ୟା ମନ୍ଦିର,ଜନତା ହାଇ ସ୍କୁଲ ବନ୍ତିଲୋ,ଅସ୍ତରଙ୍ଗ ହାଇ ସ୍କୁଲ, ବିନାୟକ ବିଦ୍ୟାପୀଠ, ନଇଗୁଆଁ, ଅସ୍ତରଙ୍ଗ କଲେଜ, ସମେତ ବିଭିର୍ଣ୍ଣ ସଂଗଠନ ତରଫରୁ ମଧ୍ୟ ପାଳିତ ହୋଇ ଯାଇଛି l ମା ସତିମା ଯୁବ ସଂଗଠନ ତରଫରୁ କର୍ତ୍ତା ଭାବେ ଆଦିତ୍ୟ ପ୍ରସାଦ ନାୟକ ରହିଥିବା ବେଳେ, ସୁଦର୍ଶନ ନାୟକ, ପ୍ରୀତନ ଦାସ, ପ୍ରିୟବ୍ରତ ଦାସ, ଅନନ୍ତ ଦାସ, ସତ୍ୟବ୍ରତ ନାୟକ,ମଳୟ ରଞ୍ଜନ ଦାସ, ଆସିସ ଦାସ ମନୋଜ ଦାସ, ଇଷା, ଗେଲ୍ଲୀ, ରିମି, ରିଭା, ହନି, ମାନୁନି,ଓ କଣମଣ ନଦୀକୂଳ ଛକ ରେ ବିଚିତ୍ରା ନନ୍ଦ ବିଶ୍ୱାଳ, ଯୁଝିଷ୍ଠୀର ବେହେରା, ପ୍ରତାପ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ, ଆନନ୍ଦ ନାୟକ, ବିଦେଶୀ ବିଶ୍ୱାଳ ପ୍ରମୁଖ ପୂଜା କାର୍ଯ୍ୟ ପରି ଚାଳନା କରି ଥିଲେ l ପଣ୍ଡିତ ପ୍ରତାପ କର ଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ସହ ପୂଜା ପାଠ ସମାପନ ହୋଇ ଥଲା l
ଅସ୍ତରଙ୍ଗ ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଗଣେଶ ପୂଜା l
