Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଉସି ଭଣ୍ଡା ଗଛ ନିକଟରେ ପୁତୁରା ର ମୃତ ଶରୀର l

ଅସ୍ତରଙ୍ଗ, ମାଉସି ଘର ଭଣ୍ଡା ଗଛ ନିକଟରୁ ପୁତୁରା ର ମୃତ ଶରୀର ଉଦ୍ଧାର l ଏପରି ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ଅଧୀନ ଶିଶୁଅ ପଞ୍ଚାୟତ ର ବଂଦାଳ ଗ୍ରାମରେ l ଘଟଣାରୁ ପ୍ରକାଶ ଜେ, ଉଦୟପୁର ଗ୍ରାମର ହରି ପ୍ରଧାନ ଙ୍କ ପୁତ୍ର ବୁଧେଶ୍ୱର(୨୬) ହାଇଦ୍ରାବାଦ ରେ ରହି କାମ କରୁଥିବା ବେଳେ, ମଙ୍ଗଳବାର ଦିନ ଘରକୁ ଫେରିଥିଲେ l ବୁଧବାର ଅପରାହ୍ନ ରେ ଘରକୁ ନ ଯାଇ ସେହି ଶିଶୁଅ ପଞ୍ଚା ୟତ ଅଧୀନ ମାଉସି ଘର ବନ୍ଦାଳ ରେ ରହି ଥିଲେ ଓ ଗୁରୁବାର ଦିନ ନିଜ ଘର ଉଦୟପୁର ଜାଇ ଥାନ୍ତେ l ହେଲେ ବିଧିର ବିଧାନ, ଘରକୁ ଯିବେ କଣ? ଗୁରୁବାର ସକାଳେ ମାଉସି ଙ୍କ ବାଡ଼ିରେ ଥିବା ଭଣ୍ଡା ଗଛ ନିକଟରେ ବୁଧେଶ୍ୱର ଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା l