Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂତିଆର ବାହାଲ ଛକରେ ଦୁର୍ଘଟଣା – କ୍ଷୀର ବୋଝେଇ ଗାଡି ଧକ୍କାରେ ଜଣେ ମୃତ

ବଲାଙ୍ଗୀର ଜିଲ୍ଲାର ଭୂତିଆ ବାହାଲ ଛକ ନିକଟରେ ଦୁଃଖଦ ଦୁର୍ଘଟଣା ଘଟିଛି। କ୍ଷୀର ବୋଝେଇ ଗାଡିର ଧକ୍କାରେ ବଳଭଦ୍ର ତାଣ୍ଡି ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟମାନେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲକୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ସେଠାରେ ମୃତ ଘୋଷଣା କରିଛନ୍ତି। ପରେ ମୃତଦେହକୁ ବ୍ୟବଛେଦ ପାଇଁ ଭୀମ ଭୋଇ ମେଡିକାଲ କୁ ପଠାଇ ଥିବା ଜଣା ପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ