Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣି ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଦୁର୍ଗା ମଣ୍ଡପ ପରିଦର୍ଶନ।

ଗୋପାଳପୁର, ୨୭/୦୯
ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ପୂଜାର୍ଚ୍ଚନା କରିବା ସହ ଅଞ୍ଚଳବାସୀ ଙ୍କ ସହ ଆଲୋଚନା କରିଛନ୍ତି।ଆଜି ମନ୍ତ୍ରୀ ଶାସନପଦର, ଛେଳିଆ, ବେଲକୁଦି, ଫୁଲଟା ଓ ବୁରୁକୁଦି ଗସ୍ତ କରିଥିଲେ।ଏହି ସମସ୍ତ ସ୍ଥାନ ରେ ପୂଜା କମିଟି ଏବଂ ଅଞ୍ଚଳବାସୀ ଙ୍କ ପକ୍ଷରୁ ପଟୁଆରରେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ପୂଜା ମଣ୍ଡପକୁ ପାଛୋଟି ନେଇଥିଲେ। ସେଠାରେ ମନ୍ତ୍ରୀ ମାଁ ଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories