Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖିଛନ୍ତି ସୁମନ୍ତ କର୍ମୀ

ସୁମନ୍ତ କର୍ମୀ, ମେଣ୍ଡା ସରକାରୀ ହାଇସ୍କୁଲରେ ୫୪୦(୯୦%) ମାର୍କ ରଖିଛନ୍ତି।
ସେ ୩/୪ ଘଣ୍ଟା ଅଧିକ ପରିଶ୍ରମ କରୁଥିବା କହିଛନ୍ତି। ଏହାସହ
ବିଦ୍ୟାଳୟ ଓ ଟିଉସନ ସାର ଏବଂ ମାତା ପିତାଙ୍କୁ ସଫଳତାର ଶ୍ରେୟ ଦେବା ସହ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ