Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦର୍ଶ ଥାନା ତରଫରୁ ଖୋଲିଲା ଜଳ ଛତ୍ର

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ପୋଲିସ ଷ୍ଟେସନ ପକ୍ଷରୁ ଦହି ପାଣି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା l ବୀରମହାରାଜପୁର ଠାରେ ଥିବା ଆଦର୍ଶ ଥାନା ଅଧିକାରୀ ପଦ୍ମାସିନୀ ମେହେର ଙ୍କ ପ୍ରତ୍ୟକ୍ଷ ତ୍ବତ୍ତ୍ୱlବଧାନ ରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ଯୋଗଦେଇ ଜଳଛତ୍ର ର ଶୁଭାରମ୍ଭ କରିଥିଲେ l ବାଟରେ ଯାଉଥିବା ଲୋକ ମାନେ ଥଣ୍ଡା ଦହି ସର୍ବତ ପିଉ ଥିବାର ଦେଖିବାକୁ ମିଳିଥିଲା l ଏଥି ସହିତ ଲୋକ ମାନଙ୍କୁ ଆବଶ୍ୟକ ନହେଲେ କେହି ଖରା ରେ ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲେ l ଏଥିରେ ଅନ୍ୟ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ