ସୁଶୀଲ କୁମାର ବାଗ
ସ୍ଥାନୀୟ ପ୍ରତିନିଧି (ଲାଞ୍ଜିଗଡ) କଳାହାଣ୍ଡି
କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ଲାଞ୍ଜିଗଡ଼ ବ୍ଲକର ସବୁ ପଞ୍ଚାୟତକୁ ସାମିଲ ଦାବି : କର୍ତ୍ତ୍ରୁପକ୍ଷଙ୍କୁ ଭେଟି ଆଲୋଚନା କଲେ ସରପଞ୍ଚ ସଂଘର କର୍ମକର୍ତ୍ତା
କଳାହାଣ୍ଡି,୦୮/୦୯-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା କୁଟିଆ କନ୍ଧ ଆଦିବାସୀ ସମୁହ ତଥା ସେମାନଙ୍କ ବସତି...
ପାଷ୍ଟିକୁଡ଼ିଠାରେ ଜୋନସ୍ତରୀୟ କୃତୀ ଶିକ୍ଷକ ପୁରସ୍କାର ସମାରୋହ
କଳାହାଣ୍ଡି,୦୬/୦୯-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ସରକାରୀ ଉଚ୍ଚବିଦ୍ୟାଳୟଠାରେ ଜୋନସ୍ତରୀୟ କୃତୀ ଶିକ୍ଷକ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି !...
ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ
କଳାହାଣ୍ଡି,୦୪/୦୯-ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜ ତରଫରୁ ଲାଞ୍ଜିଗଡ଼ ରୋଡ଼ ଶିବ ମନ୍ଦିର ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି...
ଅସହାୟ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲା ନର୍ଲା ବେଡମିଣ୍ଟନ ଏସୋସିଏସନ : ସୁଦାମ ପାଇଁ ଦେବଦୂତ ସାଜିଲେ ରବୀନ୍ଦ୍ର
କଳାହାଣ୍ଡି,୦୪/୦୯-ଭଲ ଥିଲା ସେ, କାମଦାମ କରି ପେଟ ପୋଷୁଥିଲା ! ଏହାପରେ ପରିବାର ଲୋକେ ବାହା ବି କରାଇ ଦେଇଥିଲେ...
ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
କଳାହାଣ୍ଡି,୩୦/୦୮- କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ...
ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ସାଂଗଠନିକ ବୈଠକ ଅନୁଷ୍ଠିତ
କଳାହାଣ୍ଡି,୨୮/୦୮-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ଏକ ସାଙ୍ଗଠନିକ ବୈଠକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର...
କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କଳାହାଣ୍ଡି,୨୮/୦୮-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି . ଅନ୍ୱେଷା ରେଡ୍ଡୀ ଏବଂ...
ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ
କଳାହାଣ୍ଡି, ୨୮/୦୮-ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନୁସୂଚିତ ଜାତି ଉପରେ କେଉଁଠି ନା କେଉଁଠି ଅନ୍ୟାୟ, ଅତ୍ୟାଚାର ଓ...
ଭବାନୀପାଟଣା ରାଜପ୍ରାସାଦରେ ଚୋରି ଉଦ୍ୟମ ପଣ୍ଡ : ଚୋରକୁ କାବୁ କରି ପୁଲିସ ଜିମା ଦେଲେ ଲୋକେ
କଳାହାଣ୍ଡି,୨୮/୦୮-କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଚୋରି, ରାହାଜାନି, ଡକାୟତି ଭଳି ଘଟଣା ହ୍ରାସ ପାଇବା ବଦଳରେ ବଢ଼ିଚାଲିଛି ! ଗତ...
ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ବିଧାୟକ ପ୍ରଦୀପ କୁମାର ଦିଶାରୀ
କଳାହାଣ୍ଡି,୨୮/୦୮-ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ତଦାରଖ ସହିତ...
ବନୀକରଣରେ ମହାଦୁର୍ନୀତି ଅଭିଯୋଗ, ତଦନ୍ତ ଆରମ୍ଭ : ଦୁର୍ନୀତିଗ୍ରସ୍ତ ଫରେଷ୍ଟଗାର୍ଡଙ୍କ ବଦଳି ଜିଦରେ ଅଟଳ ଗ୍ରାମବାସୀ
କଳାହାଣ୍ଡି,୨୩/୦୮-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ୍ ଟେକରତୋଳା ଗାଁରେ ଚାରାରୋପଣରେ ମହାଦୁର୍ନୀତି ଅଭିଯୋଗ...
ଭବାନୀପାଟଣାଠାରେ ‘ଡାହାଣୀପ୍ରଥାକୁ ନା’ ଶୀର୍ଷକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା
କଳାହାଣ୍ଡି,୨୨/୦୮-ସଚେତନତା ଦ୍ଵାରା ଡାହାଣୀ ଜନିତ କୁସଂସ୍କାର ଓ ଅନ୍ଧବିଶ୍ବାସକୁ ଦୂର କରାଯାଇପାରିବ, ଗ୍ରାମାଞ୍ଚଳରେ ଏ ନେଇ ବ୍ୟାପକ ସଚେତନତାର ଆବଶ୍ୟକତା...
