Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସୁଶୀଲ କୁମାର ବାଗ

ସ୍ଥାନୀୟ ପ୍ରତିନିଧି (ଲାଞ୍ଜିଗଡ) କଳାହାଣ୍ଡି

ପ୍ରାଥମିକ ଶିକ୍ଷକ ସଂଘ (AUPTF) ଆନୁକୂଲ୍ୟରେ ବିଶ୍ବନାଥପୁରଠାରେ ଜରୁରୀ ବୈଠକ ଅନୁଷ୍ଠିତ

କଳାହାଣ୍ଡି,୦୪/୦୮- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ନିକଟସ୍ଥ VRO ଠାରେ ପ୍ରାଥମିକ ଶିକ୍ଷକ ସଂଘ(AUPTF)ଆନୁକୂଲ୍ୟରେ ସମସ୍ତ ବର୍ଗର...

କଳାହାଣ୍ଡିରେ ୪୧୦.୭ ମିଲିମିଟର ବର୍ଷା : ଭବାନୀପାଟଣାରେ ସର୍ବାଧିକ, କେସିଙ୍ଗାରେ ସର୍ବନିମ୍ନ

କଳାହାଣ୍ଡି,୦୧/୦୮-ଲଘୁଚାପ ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ଟି ଯାକ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି...

କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ହେଲେ ଶିବାଜୀ ମାଝୀ

କଳାହାଣ୍ଡି,୦୧/୦୮-ଆଜି ରାଜ୍ୟ ସରକାର ରାଜ୍ୟର ନବଗଠିତ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ନିଯୁକ୍ତି ଘୋଷଣା କରିଛନ୍ତି !...

କଳାହାଣ୍ଡି ଜିଲ୍ଲାରୁ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେଲେ 4 ପରୀକ୍ଷାର୍ଥୀ : ୩୭୯ ରେଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପାଇଁ ଗୌରବ ଆଣିଲେ ସନାତନ ମାଝୀ

କଳାହାଣ୍ଡି,୩୧/୦୭-ଆଜି ୨୦୨୦-୨୧ ବର୍ଷର ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷାଫଳ ବାହାରିଛି ! ଏଥିରେ ୪୩୨ଜଣ ପରୀକ୍ଷାର୍ଥୀ ଭାବେ ସଫଳତା ହାସଲ...

ସଦର ବିଡିଓ-ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଘଟଣା : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି,୩୦/୦୭-ଭବାନୀପାଟଣା ସଦର ବ୍ଲକ ବିଡିଓ ପ୍ରୀତା କୁମାର ଓ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ମଧ୍ୟରେ ବିବାଦ ଚରମ...

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖାର ନୂତନ କର୍ମକର୍ତ୍ତା : ଜଗଦୀଶ ସଭାପତି, ପରମାନନ୍ଦ ସାଧାରଣ ସଂପାଦକ

କଳାହାଣ୍ଡି,୩୦/୦୭-ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡି, ଲାଞ୍ଜିଗଡ଼ ବ୍ଲକ ଶାଖାର...

ମଣିପୁର ହିଂସାକୁ ଜୋରଦାର ପ୍ରତିବାଦ : ରାଜରାସ୍ତାକୁ ଓହ୍ଲାଇଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି,୨୭/୦୭-ମଣିପୁରରେ ଆଦିବାସୀ କୁକି ସଂପ୍ରଦାୟ ଉପରେ ବର୍ବରୋଚିତ ଆକ୍ରମଣ ଓ ଅତ୍ୟାଚାର ସହିତ ମହିଳାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା...

କଳାହାଣ୍ଡି କ୍ଷତ୍ରୀୟ ପାଇକସମାଜ ଭବନ ନିର୍ମାଣ ପାଇଁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁଦାନ

କଳାହାଣ୍ଡି,୨୬/୦୭-କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର ଭବନ ନିର୍ମାଣ ପାଇଁ ରାଜ୍ୟର ନବୀନ ସରକାର ୧୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।...

ଭବାନୀପାଟଣା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

କଳାହାଣ୍ଡି,୨୬/୦୭-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜନସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତିଗ୍ରସ୍ତ ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ହୋଇଛି...

ଲଗାଣ ବର୍ଷାରେ ଧୋଇଗଲା ଦନାରଗୁଡ଼ା-ପୋଖେର ରାସ୍ତା : ୪ଟି ଗାଁ ଯୋଗାଯୋଗ ବିଚ୍ଛିନ୍ନ

କଳାହାଣ୍ଡି,୨୬/୦୭-ଗୋଟିକ ପରେ ଗୋଟିଏ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଥିବାବେଳେ ପ୍ରବଳ ବେଗରେ ପାହାଡ଼ିଆ ବର୍ଷାଜଳ ପ୍ରବାହିତ ହେବାରୁ...

ମଣିପୁର ହିଂସାକୁ ନେଇ ସବୁଠି ପ୍ରତିବାଦର ସ୍ବର : ୨୭ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି,୨୫/୦୭-ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ମୈତେୟୀ ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଉଗ୍ର ରୂପ...

ଆରମ୍ଭ ହେଲା ଟେଣ୍ଡର ପ୍ରକ୍ରିୟା : କଳାହାଣ୍ଡି ଜିଲ୍ଲାରେ ନିର୍ମାଣ ହେବ ୬୬ କି.ମି ପୂର୍ତ୍ତ ବିଭାଗ ରାସ୍ତା

କଳାହାଣ୍ଡି,୨୪/୦୭-କଳାହାଣ୍ଡି ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇ ପୁଣି ୬୬ କିମି ନୂତନ ରାସ୍ତା ନିର୍ମାଣ ପାଇଁ...