ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ପୂର୍ବତନ ପତ୍ନୀଙ୍କ ବିରୋଧରେ ୫୦ କୋଟିର ମାନହାନି ମାମଲା କଲେ କୁମାର ସାନୁ
ମୁମ୍ବାଇ: ଗାୟକ କୁମାର ସାନୁ ତାଙ୍କ ପୂର୍ବତନ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି। ସେ...
ମୂଳାଙ୍କ ୧ ଥିବା ବ୍ୟକ୍ତିଙ୍କ ପାଇଁ କିପରି ରହିବ ୨୦୨୬, ଜାଣନ୍ତୁ…
ଯଦି ଆପଣଙ୍କର ଜନ୍ମ ତାରିଖ ୧,୧୦,୧୯, ଏବଂ ୨୮ ହୋଇଥାଏ ତାହାଲେ ୨୦୨୬ ବର୍ଷ ଆପଣଙ୍କ ପାଇଁ ରାଜଯୋଗ ସାବ୍ୟସ୍ତ...
ଆମେରିକା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ, ନାବାଳିକା ଯୁବତୀ ସମୁହଙ୍କ ଯୌନ ଶୋଷଣ ଜନିତ ଏଲଫିନଷ୍ଟନ ଫାଇଲ ଆଜି ଖୋଲିବ
ନୂଆଦିଲ୍ଲୀ: ଗୁରୁବାର ଦିନ ଆମେରିକାର ପ୍ରତିନିଧି ସଭାର ଡେମୋକ୍ରାଟମାନେ ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସମ୍ପତ୍ତିରୁ ପ୍ରାପ୍ତ...
ପାକିସ୍ତାନକୁ ଝଟକା ଦେଲା IMF, କଣ୍ଡୋମ ଉପରୁ ହଟିବନି ଜିଏସଟି…
କରାଚି: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କଣ୍ଡୋମ ଏବଂ ଅନ୍ୟାନ୍ୟ ଗର୍ଭନିରୋଧକ ସାମଗ୍ରୀରେ ଜିଏସଟି ହ୍ରାସ ଆଶାକୁ ଏକ ବଡ଼...
କଠୋର ହେଲେ ସରକାର; ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ତେଲ…
ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର କଠୋର ପଦକ୍ଷେପ ନେଇଛନ୍ତି। ପ୍ରଦୂଷଣ ପ୍ରମାଣପତ୍ର (PUCC) ବିନା ଗାଡ଼ିଗୁଡ଼ିକୁ...
ଘନ କୁହୁଡି ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ବାତିଲ…
ଲକ୍ଷ୍ନୌ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ ହୋଇଛି। ଏହାର...
ବାଂଲାଦେଶରେ ଭାରତୀୟଙ୍କ ଏଣ୍ଟ୍ରି ବନ୍ଦ!
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଦ୍ରୁତ ଗତିରେ ଖରାପରୁ ଖରାପ ଆଡ଼କୁ ଗତି କରୁଛି। ବାଂଲାଦେଶରେ ଏକ...
କିସ୍ରେ ଛାତ୍ରକୁ ହତ୍ୟା କରାଯାଇଛି; ସ୍ପଷ୍ଟ କଲେ ପୋଲିସ କମିଶନର
ଭୁବନେଶ୍ୱର: କିସ୍ରେ ଛାତ୍ରକୁ ହତ୍ୟା କରାଯାଇଛି ବୋଲି ସ୍ପଷ୍ଟ କଲେ ପୋଲିସ କମିଶନର। ଏନେଇ ପ୍ରେସମିଟ୍ରେ ସ୍ପଷ୍ଟ କଲେ ପୋଲିସ...
ସୁଦାନରୁ ଫେରିଲେ ଜଗତସିଂହପୁରର ନିଖୋଜ ଓଡିଆ ଯୁବକ ଆଦର୍ଶ
ଭୁବନେଶ୍ବର: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁରର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। ଆଜି...
ଥଣ୍ଡାରେ ଥରୁଛି ଓଡ଼ିଶା
ଭୁବନେଶ୍ବର: ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ଗତ ୨୪ ଘଂଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ ହୋଇଥିବା...
୭ ଦେଶ ଉପରେ ଟ୍ରାଭେଲ୍ ବ୍ୟାନ୍ ଲଗାଇଲେ ଟ୍ରମ୍ପ
ୱାଶିଂଟନ: ଟ୍ରମ୍ପ୍ ଅନ୍ୟ ସାତଟି ଦେଶ ସହିତ ପାଲେଷ୍ଟାଇନବାସୀଙ୍କ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...
ବେଙ୍ଗାଲୁରୁରେ ଓଡ଼ିଆ ଯାତ୍ରା କଳାକାରଙ୍କୁ ଆକ୍ରମଣ ଅଭିଯୋଗ
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅନେକ ଓଡ଼ିଆ ଯାତ୍ରା କଳାକାର ଏବଂ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବେଆଇନ ଭାବରେ ଅଟକ...
