ଓଡ଼ିଶା ଡଟ୍ ନ୍ୟୁଜ୍
ମୁମ୍ବାଇର ୬୦ ଟଙ୍କିଆ ପାଣିପୁରୀକୁ ନେଇ ଅଭିଯୋଗ କରିଥିଲେ ରୁଷୀୟ ଇନ୍ଫ୍ଲୁଏନ୍ସର, ଦୁବାଇରେ ୧୦୯୬ ଟଙ୍କା ଦେଖି କହିଲେ- ‘ମୁଁ ଭୁଲ୍ ଥିଲି’
ମୁମ୍ବାଇ: ମୁମ୍ବାଇର ଲୋଖଣ୍ଡୱାଲା ମାର୍କେଟ୍ରେ ୬୦ ଟଙ୍କାରେ ପାଣିପୁରୀ ବିକ୍ରି ହେଉଥିବା ଦେଖି ଅଭିଯୋଗ ଆଣିଥିଲେ ରୁଷୀୟ ମଡେଲ ଓ...
ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା! ତୃତୀୟ ସନ୍ତାନ ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଏକ ବର୍ଷ ମାତୃତ୍ୱ ଛୁଟି
ତାମିଲନାଡୁ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।...
ଭୋପାଳରେ ‘Gen Alpha’ଙ୍କ ବିକ୍ଷୋଭ; KVS ସହ ମିଶ୍ରଣ ପ୍ରସ୍ତାବକୁ ବିରୋଧ କଲେ ଛାତ୍ରଛାତ୍ରୀ
ମଧ୍ୟପ୍ରଦେଶ: ଭୋପାଳରେ ପ୍ରସ୍ତାବିତ ଏକ ଶିକ୍ଷାନୁଷ୍ଠାନର ମିଶ୍ରଣକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରିଜିଓନାଲ୍ ସ୍କୁଲ୍କୁ କେନ୍ଦ୍ରୀୟ...
ଝାଡ଼ଖଣ୍ଡରେ ପରୀକ୍ଷା ଜାଲିଆତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ TDPL ମ୍ୟାନେଜରଙ୍କ ପତ୍ନୀ ଓ ଭାଇ ଗିରଫ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ପରୀକ୍ଷା ଜାଲିଆତି ମାମଲାର ତଦନ୍ତକୁ ନେଇ CID ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଜେଲ୍ରେ ଥିବା ପୂର୍ବତନ...
UGC-NET ପରୀକ୍ଷାରେ ତ୍ରୁଟି ପରେ NTAର ବଡ଼ ପଦକ୍ଷେପ! ୩ ପେପରର ପୁନଃପରୀକ୍ଷା ପାଇଁ ଘୋଷଣା
ନୂଆଦିଲ୍ଲୀ: UGC-NET ପରୀକ୍ଷାର ୩ଟି ପେପରରେ ତ୍ରୁଟି ସାମ୍ନାକୁ ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ବଡ଼...
ପିପିଲିରେ ଥର୍ ଆତଙ୍କ: ଷଣ୍ଢକୁ ଧକ୍କା ପରେ ବାଇକ୍ ଆରୋହୀଙ୍କ ଜୀବନ ନେଲା
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ନିକଟରେ ଏକ ଥର୍ ଗାଡ଼ିକୁ ନେଇ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ରାସ୍ତାରେ...
ଜିଦରେ ଅଡି ରହିଛି ଅନଲାଇନ୍ ଅଟୋ ସଂଘ! ଲୋୟର ପିଏମଜିରେ ମହାପ୍ରତିବାଦ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତୀବ୍ର ହେଉଛି ଅନଲାଇନ୍ ଅଟୋ ସଂଘର ଆନ୍ଦୋଳନ। ଆଜି ଆନ୍ଦୋଳନର ତୃତୀୟ ଦିନ ହୋଇଥିବା ବେଳେ...
ଆଜିର ରାଶିଫଳ: ଭାଗ୍ୟ ଦେବ ସାଥ୍, ଖୋଲିପାରେ ଆୟର ନୂଆ ବାଟ; ଏହି ରାଶିଙ୍କୁ ରହିବାକୁ ପଡ଼ିବ ସତର୍କ
ଆଜି ୧୯ ଅଗଷ୍ଟ ୨୦୨୬, ବୁଧବାର। ଶ୍ରାବଣ ଶୁକ୍ଳ ପକ୍ଷ ସପ୍ତମୀ ତିଥି ରହିଛି। ସନ୍ଧ୍ୟାରେ ଅଷ୍ଟମୀ ତିଥି ଆରମ୍ଭ...
୧.୨୦ କୋଟି ଟଙ୍କାର ମିଛ ଲୋଭ: Instagram Reel ଦେଖି ନାବାଳକଙ୍କୁ ହତ୍ୟା! ଶରୀରରୁ କାଟିନେଲେ ଅଙ୍ଗ
ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ Instagram Reel ଦେଖି ୧୭ ବର୍ଷୀୟ ରେହାନଙ୍କୁ...
‘ମୃତ୍ୟୁ ପୁର୍ବରୁ ଶେଷ ୯୦ ମିନିଟ୍ର ଭୟଙ୍କର କାହାଣୀ’: ସାମ୍ନାକୁ ଆସିଲା ତ୍ଵିଶାଙ୍କ ଶେଷ ଫୋନ୍ କଲ୍ ଓ ମେସେଜ୍, ଖୋଲିଲା ଅନେକ ରହସ୍ୟ
ଭୋପାଳ: ଭୋପାଳର ତ୍ଵିଶା ଶର୍ମା ମୃତ୍ୟୁ ମାମଲାରେ CBI ଦାଖଲ କରିଥିବା ୬୦୦ ପୃଷ୍ଠାର ଚାର୍ଜଶିଟ୍ରୁ ମୃତ୍ୟୁ ପୂର୍ବର ଶେଷ...
ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି; ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ହାଇକୋର୍ଟ ଶୁଣାଣି ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ: ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗ ମାମଲାରେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ...
ଆଜିର ଦିନଟି କେଉଁ ରାଶି ପାଇଁ ଶୁଭ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ…
ଆଜି ୧୮ ଅଗଷ୍ଟ ୨୦୨୬, ମଙ୍ଗଳବାର। ଶ୍ରାବଣ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି। ଜ୍ୟୋତିଷ ଗଣନା ଅନୁସାରେ ଆଜି ଚନ୍ଦ୍ରମା...
