ଓଡ଼ିଶା ଡଟ୍ ନ୍ୟୁଜ୍
ବଦଳିଲା କେରଳର ନାମ ହେଲା ‘କେରଳମ୍’! ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରି
ନୂଆଦିଲ୍ଲୀ: କେରଳର ନାମ ପରିବର୍ତ୍ତନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ନାମ ‘କେରଳମ୍’...
ବିଜେପିର ନୂଆ ଜାତୀୟ ଟିମ ଘୋଷଣା; IT ଓ ସୋସିଆଲ ମିଡିଆ ଦାୟିତ୍ୱରୁ ହଟିଲେ ଅମିତ ମାଲବୀୟ
ନୂଆଦିଲ୍ଲୀ: ବିଜେପିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଦଳର ସୂଚନା ପ୍ରଯୁକ୍ତି (IT) ଏବଂ ସୋସିଆଲ ମିଡିଆ ବିଭାଗର ମୁଖ୍ୟ...
ବଙ୍ଗୋପସାଗରରେ ଅବପାତରେ ପରିଣତ ଲଘୁଚାପ! ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ଆଲର୍ଟ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଓଡ଼ିଶାରେ ବଢ଼ିଛି ବର୍ଷା ଆଶଙ୍କା। ଅବପାତଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ...
ବ୍ୟବସାୟୀ ନରେନ୍ଦ୍ର ଅପହରଣ ମାମଲା; ଫୋନ୍ ଟ୍ରାକ୍ ଓ ହ୍ୱାଟ୍ସଆପ୍ ଚାଟ୍ ରୁ ଖୋଲିଲା SI-ସାମ୍ବାଦିକଙ୍କ ସତ !
ବଲାଙ୍ଗିର: ବଲାଙ୍ଗିରର ବହୁଚର୍ଚ୍ଚିତ ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ତଥ୍ୟ ସାମ୍ନାକୁ...
ତ୍ୱିଷା ଶର୍ମା ମୃତ୍ୟୁ ମାମଲା: CBI ଦାଖଲ କଲା ୬୩୬ ପୃଷ୍ଠାର ଚାର୍ଜସିଟ୍! ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ
ଭୋପାଳ: ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)। ପୂର୍ବତନ ବିଚାରପତି ଗିରିବାଳା...
ତାମିଲନାଡୁର ବିଭନ୍ନ ମନ୍ଦିରରେ ମୋବାଇଲ୍ ଫୋନ୍ ବ୍ୟାନ୍! ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ
ତାମିଲନାଡୁ: ତାମିଲନାଡୁର ପ୍ରମୁଖ ମନ୍ଦିରଗୁଡ଼ିକରେ ସେପ୍ଟେମ୍ବର ୧ରୁ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ। ମନ୍ଦିର ପରିସରର...
ବାହାର ଲୋକଙ୍କୁ ସ୍କୁଲ ପରିସରକୁ ପଶିବା ମନା: CJP ସ୍କୁଲ ଯାଞ୍ଚ ଗସ୍ତ ଘୋଷଣା ପରେ ରାଜସ୍ଥାନ ସରକାରଙ୍କ ବଡ଼ ନିର୍ଦ୍ଦେଶ
ରାଜସ୍ଥାନ: ରାଜସ୍ଥାନର ସରକାରୀ ସ୍କୁଲଗୁଡ଼ିକରେ ବାହାର ଲୋକଙ୍କ ପ୍ରବେଶ ଏବଂ ଫଟୋ-ଭିଡିଓ ରେକର୍ଡିଂକୁ ନେଇ ସରକାର ନୂଆ କଟକଣା ଜାରି...
ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା; ଉପସଭାପତି ହେଲେ ବସୁନ୍ଧରା, ରାମ ମାଧବ ଓ ବୈଜୟନ୍ତ ପଣ୍ଡା, ସାଧାରଣ ସମ୍ପାଦକ ହେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ରାଷ୍ଟ୍ରୀୟ ଟିମ୍ ଘୋଷଣା ହୋଇଛି। ନୂଆ ଟିମ୍ରେ...
ଆକାଶଛୁଆଁ ବିମାନ ଭଡ଼ାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: ନିୟମ ନମାନିଲେ ବନ୍ଦ ହୋଇପାରେ ଉଡ଼ାଣ
ନୂଆଦିଲ୍ଲୀ: ପର୍ବପର୍ବାଣୀ ଓ ଛୁଟି ସମୟରେ ବିମାନ ଭଡ଼ାର ଅସ୍ୱାଭାବିକ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ଆଭିମୁଖ୍ୟ ଗ୍ରହଣ...
ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା, ବିଜେପିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ; ବସୁନ୍ଧରା ରାଜେ, ରାମ ମାଧବ ଓ ସ୍ମୃତି ଇରାନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଦଳର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ନିଜର...
ରକ୍ଷାବନ୍ଧନରେ ମହିଳାଙ୍କୁ ‘ସୁଭଦ୍ରା’ ଭେଟି ! ମିଳିବ ପଞ୍ଚମ କିସ୍ତି, ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଏକାଥରେ ୫ କିସ୍ତିର ଟଙ୍କା
ଭୁବନେଶ୍ୱର: ରକ୍ଷାବନ୍ଧନ ଅବସରରେ ରାଜ୍ୟର ମହିଳାମାନଙ୍କୁ ମିଳିବ ‘ସୁଭଦ୍ରା’ ଭେଟ। ଆସନ୍ତା ଅଗଷ୍ଟ ୨୮ ତାରିଖରେ ଏକ କୋଟିରୁ ଅଧିକ...
ବର୍ଷାକୁ ଖାତିର ନକରି ରାଜରାସ୍ତାରେ ଶିକ୍ଷକ, ୪ ଦଫା ଦାବିରେ ଗାନ୍ଧିମାର୍ଗରେ ବଡ଼ ଧାରଣା
ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧିମାର୍ଗରେ ପୁଣି ଥରେ ଗର୍ଜିଛନ୍ତି ଶିକ୍ଷକ ଓ କର୍ମଚାରୀ। ୪ ଦଫା ଦାବି ନେଇ ଓଡ଼ିଶା ସ୍କୁଲ...
