ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି
ଗୋଷାଣୀ ବ୍ଲକ ଲାବାନ୍ୟଗଡ ଗ୍ରାମ ପଞ୍ଚାୟତ ନିରୋଧକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ
ପାରଳାଖେମୁଣ୍ଡି:୭/୨(ଗରୁଡ଼ ଧ୍ଵଜ ଚୌଧୁରୀ) ନାଲସା ଜାଗୃତି ଯୋଜନା ଏବଂ ନାଲସା ଆଶା ଯୋଜନା ଅନୁଯାୟୀ ବାଲ୍ୟ ବିବାହ ନିରୋଧ ପାଇଁ...
ପାରଳାଖେମୁଣ୍ଡି ଉପକଣ୍ଠ ଆର.ସୀତାପୁର ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ‘ମଞ୍ଜର୍ ୪.୦’ ଉଦଘାଟିତ
ପାରଳାଖେମୁଣ୍ଡି:୭/୨(ଗରୁଡ ଧ୍ଵଜ ଚୌଧୂରୀ) ସେଞ୍ଚୁରିଆନ୍ ବୈଷୟିକ ଏବଂ ପରିଚାଳନା ବିଶ୍ୱବିଦ୍ୟାଳୟ (ସିୟୁଟିଏମ୍) ର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ୟାମ୍ପସରେ ଆଜି...
କିନ୍ନରଙ୍କ ହତ୍ୟା ପ୍ରତିବାଦରେ ଗଜପତି ଜିଲ୍ଲା କିନର ସଙ୍ଗଠନ ପାରଳାଖେମୁଣ୍ଡି ଠାରେ ନିରବ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପ
କିନ୍ନରଙ୍କ ହତ୍ୟା ପ୍ରତିବାଦରେ ଗଜପତି ଜିଲ୍ଲା କିନର ସଙ୍ଗଠନ ପାରଳାଖେମୁଣ୍ଡି ଠାରେ ନିରବ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ...
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ତାଟପେଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ପୋଖରୀରେ ବୁଡି ମୃତ୍ୟୁ
ପାରଳାଖେମୁଣ୍ଡି:୬/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତାଟିପାଟି ଗ୍ରାମର ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା...
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ
ପାରଳାଖେମୁଣ୍ଡି:୬/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଡାହାଣୀ...
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ
ପାରଳାଖେମୁଣ୍ଡି:୬/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଡାହାଣୀ...
ଗଜପତି ଜିଲ୍ଲାର ଗୁମ୍ମା, ରାୟଗଡ ଓ ନୂଆଗଡ ବ୍ଲକ ରେ ଆଉ ୩ ଗୋଟି ଉପ-ନିବନ୍ଧକ କାର୍ଯ୍ୟାଳୟ ଉଦ୍ଘାଟିତ
ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟ ସରକାରଙ୍କ ଦ୍ବାରା ଜମି ସମ୍ବନ୍ଧୀୟ ସମସ୍ତ ସୁବିଧା...
ମାନ୍ୟବର ଶିଳ୍ପ ,ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ଶିଳ୍ପ,ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ...
ଜଷ୍ଟିସ କର୍ଣର ତରଫରୁ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧଏବଂ ପ୍ରତିକାର) ଅଧିନିୟମ, ୨୦୧୩ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗୁରୁବାର ଦିନ ଜଷ୍ଟିସ କର୍ଣର ତରଫରୁ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ‘ କର୍ମକ୍ଷେତ୍ରରେ ମହିଳାଙ୍କ...
ଗଜପତିରେ ବିଜେପି ନେତାଙ୍କ ଘର ଉପରେ ସଂଘବଧ ଆକ୍ରମଣରେ ୮ ଗିରଫ ଶାନ୍ତି ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ପାରଳାଖେମୁଣ୍ଡି:୪/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ବିଜେପି ନେତାଙ୍କ ବାସଭବନକୁ ସଂଘବଧ ଭାବେ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ପୋଲିସ...
ପାରଳାଖେମୁଣ୍ଡି ସ୍ଥିତ ୧୦୫ ବର୍ଷର ସର୍ବ ପୁରାତନ ମହାରାଜାଙ୍କ କୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରାତନ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ...
ବିଜେପି ସରକାରଙ୍କ ଚାଷୀ ମାରଣ ନୀତି , ବିପର୍ଯ୍ୟୟ ଆଇନ ଶୃଙ୍ଖଳା ଏବଂ ନିର୍ବାଚନୀ ପ୍ରତିଶ୍ରୁତିର ଖିଲାପ ବିରୁଦ୍ଧରେ ଜିଲ୍ଲା ବିଜେଡି’ର ବିକ୍ଷୋଭ ଓ ପ୍ରତିବାଦ ସଭା
ପାରଳାଖେମୁଣ୍ଡି:୪/୨(ଗରୁଡ଼ ଧ୍ଵଜ ଚୌଧୁରୀ) ବିଜେପି ସରକାର’ଙ୍କ ଚାଷୀ ମାରଣନୀତି , ବିପର୍ଯ୍ୟୟ ଆଇନ ଶୃଙ୍ଖଳା ଏବଂ ନିର୍ବାଚନ ସମୟରେ ଦେଇଥିବା...
