Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଗରୁଡ ଧ୍ୱଜ ଚୌଧୁରୀ

ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି

ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ତନେୟା ନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଛାତ୍ରୀ ଗୁରୁତର

ପାରଳାଖେମୁଣ୍ଡି:୧୦/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ବ୍ରିଜ୍ ଉପରୁ ଜଣେ ନବମ ଶ୍ରେଣୀ...

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l

ପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ...

ଗଜପତି ଜିଲ୍ଲାରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୬ ପାଇଁ ସଘନ ଛାତ୍ରାବାସ-ଭିତ୍ତିକ ଶୈକ୍ଷିକ ଅଭିଯାନ ଆରମ୍ଭ

ପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ) ଆଗାମୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୬ ପାଇଁ ଶୈକ୍ଷିକ ଫଳାଫଳ’କୁ ଉନ୍ନତ କରିବା ପାଇଁ ଏକ...

କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ସ୍କୁଲ ତରଫରୁ ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ) ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର...

ପାରଳାଖେମୁଣ୍ଡି ସହରର ବେତଗୁଡ଼ା ସ୍ଥିତ ସରକାରୀ ମହିଳା ମହିଳା ସ୍ବାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ଠାରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ା ସରକାରୀ ମହିଳା ସ୍ଵସ୍ଥ୍ୟ କର୍ମୀ ତାଲିମ...

ବିଜ୍ଞାନ ଏବଂ ଗଣିତ ଶିକ୍ଷା ପଦକ୍ଷେପର ଉଦାହରଣୀୟ କାର୍ଯ୍ୟାନ୍ୱୟନ ପାଇଁରାଜ୍ୟସ୍ତରୀୟ ଷ୍ଟେମ ଉତ୍କର୍ଷତା ପୁରସ୍କାରରେ ଗଜପତି ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ

ପାରଳାଖେମୁଣ୍ଡି:୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)ବିଜ୍ଞାନ ଏବଂ ଗଣିତ ଶିକ୍ଷା ପଦକ୍ଷେପର ଉଦାହରଣୀୟ କାର୍ଯ୍ୟାନ୍ୱୟନ ପାଇଁ ଭୁବନେଶ୍ୱର ଠାରେ ଖାନ ଏକାଡେମୀ ଇଣ୍ଡିଆ...

ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୁତି ସଂଧ୍ୟାରେ ପଦାମୃତ ନୃତ୍ୟାୟନ ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି:୮/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଏକାଦଶ...

ଶିବରାତ୍ରୀ ପୂର୍ବରୁ ଏଣ୍ଡାଲା ମଲ୍ଲିକାର୍ଜ୍ଜୁନ ଶିବାଳୟକୁ ସ୍ବେଚ୍ଛାସେବୀ କଲେ ପରିଷ୍କାର

ପାରଳାଖେମୁଣ୍ଡି:୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଆଗକୁ ଆସୁଥିବା ମହା ଶିବରାତ୍ରୀକୁ ନେଇ ସହର ତଥା ଗାଁର ସମସ୍ତ ଶିବାଳୟ ଏବେ ଚଳଚଞ୍ଚଳ। ସମସ୍ତ...

ପାରଳାଖେମୁଣ୍ଡି ବିଧାୟକ ନିଜ ପାଣ୍ଠିରୁ ସୋଲାର ଲାଇଟ ପ୍ରଦାନ କରିଲେ ମେରୀ ନଗର ପାରିଶକୁ

ପାରଳାଖେମୁଣ୍ଡି:୮/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ମେରୀ ନଗର ପାରିଶ ରେ ଆଜି...

ଗୋଷାଣୀ ବ୍ଲକ ଘରଣୀ ଗ୍ରାମ ରେ ବିଧାୟକ ରୁପେଶ ପାଣିଗ୍ରାହିଙ୍କ ଜନ ଶୁଣାଣି

ପାରଳାଖେମୁଣ୍ଡି:୭/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମ ରେ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ...

ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ “ମନରେଗା ବଞ୍ଚାଅ ସଂଗ୍ରାମ”କୁ ନେଇ ରାଲି ଓ ବିକ୍ଷୋଭ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୭/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲା କଂଗ୍ରେସ କମିଟି...

ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମ ରେ ଜଳ ଅର୍ପଣ କାର୍ଯ୍ୟକ୍ରମ ଉଦଘାଟିତ

ପାରଳାଖେମୁଣ୍ଡି:୭/୨(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମ ଠାରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ...