ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି
ଗଜପତି:ଖବର ଦେବାର ୮ ଘଣ୍ଟା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ…. ଶେଷରେ କାର ଭଡ଼ା କରି ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଗଲା
ପାରଳାଖେମୁଣ୍ଡି:୧୯/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ପ୍ରସବ ବେଦନା ଭୋଗୁ ଥିବା ମହିଳାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବାରମ୍ବାର ବାରମ୍ବାର ନିବେଦନ...
ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି
ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା...
ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ
ପାରଳାଖେମୁଣ୍ଡି:୧୭/୭(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲାରେ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ ହୋଇଥିବା ସୂଚନା ମିଳିଛି. ଗଜପତି...
ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.
ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା...
ଗଜପତି ଜିଲ୍ଲା ପ୍ରଶାସନ ଜବର ଦଖଲ ହଟାଇ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସମସ୍ୟା ଦୂର କଲା
ପାରଳାଖେମୁଣ୍ଡି:୧୬/୭(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମର ହରିଜନ ସାହିରେ ଥିବା ଏକ ଘରର...
ଗଜପତି ଜିଲ୍ଲାରେ ଆଧାର ଓ ଭୋଟର। କାର୍ଡରେ ସରକାରୀ ତ୍ରୁଟି ଯୋଗୁଁ ଖାଦ୍ୟ ସୁରକ୍ଷା ଯୋଜନା, ଭତ୍ତାରୁ ବଞ୍ଚିତ ବହୁ ଯୋଗ୍ୟ ହିତାଧିକାରୀ
ପାରଳାଖେମୁଣ୍ଡି:୧୬/୭(ଗରୁଡ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ର ନୂଆଗାଁ ଗ୍ରାମରେ ବହୁ ବ୍ୟକ୍ତି ସରକାରୀ ତ୍ରୁଟି ଯୋଗୁଁ ଭତ୍ତା...
ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ଧାରଣା
ପାରଳାଖେମୁଣ୍ଡି:୧୫/୭(ଗରୁଡ ଧ୍ୱଜ ଚୌଧୁରୀ) ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ଏବଂ ଉପଯୁକ୍ତ ନ୍ୟାୟ ସହ...
ଗଞ୍ଜାମ ଜିଲ୍ଲାରୁ ୧୨ ସିଟ ଜିତିଲେ ସରକାର କରିବ କଂଗ୍ରେସ—- ରମେଶ ଜେନା ଜି
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ରାହୁଲଙ୍କ କ୍ରେଜରେ ରମେଶ ଜେନା ଙ୍କ ମାଷ୍ଟର ଷ୍ଟ୍ରୋକ ଗଞ୍ଜାମ ପରେ8 ସାରା ରାଜ୍ୟରେ ବଢୁଛି ରମେଶଙ୍କ...
ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କ ସହାୟତାର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି....
କାଶୀନଗର ଠାରେ ଭଡା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର….. ସ୍ଥାୟୀ କେନ୍ଦ୍ର ନିର୍ମାଣ ଅର୍ଦ୍ଧନିର୍ମିତ ହୋଇ ରହିବା ଯୋଗୁଁ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗରରେ ଭଡା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର. ସ୍ଥାୟୀ...
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆ ବଣ୍ଟନରେ ଅନିୟମିତତା….. ଖାଉଟିଙ୍କୁ ଓଜନରେ ଠକି ଭୁଲ ମାଗିଲେ ଯୋଗାଣ ସହାୟକ
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଧାରିତ ଓଜନ ଠାରୁ ଲୋକଙ୍କୁ ଭୁଆଁ ବୁଲାଇ...
ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ମହାଦୁର୍ନୀତି…. ବିନା ଟଙ୍କାରେ ମିଳୁନି ଜନ୍ମ ମୃତ୍ୟୁ ପ୍ରମାଣପତ୍ର
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ) : ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ମୃତ୍ୟୁ ପଞ୍ଜିକରଣ...
