ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଠାରେ ଏନ.ଏସ.ଏସ.ବ୍ୟୁରୋ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ‘ସାଇବର ସୁରକ୍ଷା ଓ ନିଶା ମୁକ୍ତ ଅଭିଯାନ’ ର ଦ୍ୱିତୀୟ ଦିବସ
ପାରଳାଖେମୁଣ୍ଡି:୯/୪(ଗରୁଡ ଧ୍ୱଜ ଚୌଧୁରୀ) ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପାରଳାଖେମୁଣ୍ଡି କ୍ୟାମ୍ପସସ୍ଥିତ ଏନ.ଏସ.ଏସ. (NSS) ବ୍ୟୁରୋ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ‘ସାଇବର ସୁରକ୍ଷା...
ଗୁମ୍ମା ବ୍ଲକ ଝାମି ଗ୍ରାମ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି:୯/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଗ୍ରସ୍ତ କରିଥିଲେ ବିଧାୟକ ରୁପେସ ପାଣିଗ୍ରାହୀ...
ଓଡ଼ିଶା ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୯/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ...
ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଏନଏସଏସ ସାଇବର ସୁରକ୍ଷା ଏବଂ ନିଶା ମୁକ୍ତ କାର୍ଯ୍ୟକ୍ରମ’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ
ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ଵଜ ଚୌଧୁରୀ) ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ପାରଳାଖେମୁଣ୍ଡି, ଓଡ଼ିଶାର ଏନଏସଏସ (NSS) ବ୍ୟୁରୋ...
ଦୀର୍ଘଦିନର ଦାବି ପରେ ମଧ୍ୟ ପ୍ରଶାସନ ଶୁଣିଲାନି, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଝାମି ପଞ୍ଚାୟତର କତାପେଟାଗୁଡା ଗ୍ରାମକୁ...
ଗଜପତି ପୋଲିସକୁ ପୁଣି ମିଳିଲା ବଡ଼ ସଫଳତାରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୩ କୋଟି ଟଙ୍କାର ଗଞ୍ଜେଇ ଜବତ
ଗଜପତି ପୋଲିସକୁ ପୁଣି ମିଳିଲା ବଡ଼ ସଫଳତାରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୩ କୋଟି...
ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ କାମଦେବ ଓ ପଙ୍କଜିନୀ ହେଲେ ଉପାଧ୍ୟକ୍ଷା
ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ କାମଦେବ ଓ ପଙ୍କଜିନୀ ହେଲେ ଉପାଧ୍ୟକ୍ଷା ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)...
୧୦ ବର୍ଷ ଧରି ବସତି ସ୍ଥାପନ କରିଥିବା ଉପଲଡାର ଶବର ବସ୍ତିକୁ ଗଜପତି ପ୍ରଶାସନ ହଟେଇବା ଉଦ୍ୟମର ପ୍ରତିବାଦ
୧୦ ବର୍ଷ ଧରି ବସତି ସ୍ଥାପନ କରିଥିବା ଉପଲଡାର ଶବର ବସ୍ତିକୁ ଗଜପତି ପ୍ରଶାସନ ହଟେଇବା ଉଦ୍ୟମର ପ୍ରତିବାଦ ପାରଳାଖେମୁଣ୍ଡି:୮/୪(ଗରୁଡ଼...
ଗଜପତି ଜିଲ୍ଲା ର ଆନ୍ଧ୍ର ସୀମାନ୍ତରେ ୪ ଟିକିଆ ଜଙ୍ଗଲୀ ହାତୀପଲ ବିଚରଣ ନେଇ ଅଞ୍ଚଳବାସୀ ଆତଙ୍କିତ
ଗଜପତି ଜିଲ୍ଲା ର ଆନ୍ଧ୍ର ସୀମାନ୍ତରେ ୪ ଟିକିଆ ଜଙ୍ଗଲୀ ହାତୀପଲ ବିଚରଣ ନେଇ ଅଞ୍ଚଳବାସୀ ଆତଙ୍କିତ ପାରଳାଖେମୁଣ୍ଡି:୮/୪(ଗରୁଡ ଧ୍ଵଜ...
କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ଘନେଇଲା….. ଆନ୍ଧ୍ରରେ ଖୁସିର ଲହରୀ, ଓଡ଼ିଶାର ଗଜପତି ଜିଲ୍ଲାବାସୀ ଙ୍କ ମଧ୍ୟରେ ନିରାଶ
ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ) ପ୍ରସ୍ତାବିତ କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ବର୍ତ୍ତମାନ ଘନେଇଲା. ଏହି ପ୍ରକଳ୍ପ ପାଇଁ ଆନ୍ଧ୍ରରେ ଖୁସିର...
ଗଜପତି: କାଳବୈଶାଖୀ ଯୋଗୁଁ ମହେନ୍ଦ୍ରଗିରିରେ କଟକ ଜିଲ୍ଲା ନିଆଳି ଗ୍ରାମର ନିଖୋଜ ପର୍ଯ୍ୟଟକଙ୍କ ଶବ ଉଦ୍ଧାର…. ବଜ୍ରାଘାତ ଯୋଗୁଁ ମୃତ୍ୟୁ ସନ୍ଦେହ
ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ଭ୍ରମଣ ପାଇଁ ଆସିଥିବା କଟକ ଜିଲ୍ଲାର ଜଣେ ପର୍ଯ୍ୟଟକ ଗତକାଲି...
ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।
ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ...
