Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ହ୍ୟୁଣ୍ଡାଇ ବିଶ୍ୱ ଆର୍ଚେରୀ ପାରା ସିରିଜ୍‌ ରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ର ପାରା-ଆଥଲେଟ୍ ସୁନା ଝିଅ ପାୟଲ୍ ନାଗଙ୍କ କମାଲ୍ ; ବିଶ୍ୱର ଏକ ନମ୍ବର ଖେଳାଳି ଶୀତଲ ଦେବୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ଭାରତ ତଥା ବଲାଙ୍ଗୀର ଜିଲ୍ଲା ପାଇଁ ଆଣିଲେ ଗୌରବ ।

ବଲାଙ୍ଗୀର,୦୪/୦୪: ବ୍ୟାଙ୍କକରେ ଅନୁଷ୍ଠିତ ହ୍ୟୁଣ୍ଡାଇ ବିଶ୍ୱ ଆର୍ଚେରୀପାରା ସିରିଜ୍ ୨୦୨୬‌ରେ ଭାରତୀୟ ଖେଳାଳି ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି...

ମୁରିବାହାଲ ଆର୍.ଡି ରାସ୍ତା ଠାରୁ ସାଲେପରା ନିମ୍ନମାନର ପିଚୁ ରାସ୍ତା ମରାମତି ଘଟଣା ; ସରକାରୀ ନିୟମକୁ ଜଳାଞ୍ଜଳି, ଟେଣ୍ଡର ପ୍ରାପ୍ତ ମୁଖ୍ୟ ଠିକାଦାର ବଦଳରେ ପେଟି ଠିକାଦାରଙ୍କ ଭରସାରେ ବିଭାଗୀୟ ଅଧିକାରୀ ।

ବଲାଙ୍ଗୀର, ୦୪/୦୪: ସରକାରୀ ବିକାଶମୂଳକ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ରଖିବା ପାଇଁ କଠୋର ନିୟମାବଳୀ ରହିଥିଲେ ହେଁ,...

ମୁରିବାହାଲ ଆର୍.ଡି ରାସ୍ତାରୁ ସାଲେପଡ଼ା ନିମ୍ନ ମାନର ରାସ୍ତା ମରାମତି କାମ ଘଟଣା ! ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଏସ.ଡି.ଓ (SDO) ଏବଂ କନିଷ୍ଠ ଯନ୍ତ୍ରୀଙ୍କ ରହସ୍ୟଜନକ ନୀରବତାକୁ ନେଇ ପ୍ରଶ୍ନବାଚୀ ।

ବଲାଙ୍ଗୀର,୦୩/୦୪: ଲୋକଙ୍କ ସୁବିଧା ପାଇଁ ରାସ୍ତା ନୁହେଁ ବରଂ ସରକାରୀ ଅର୍ଥର ଲୁଟ୍ ପାଇଁ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ...

ଅଚଳ ସୌର ପ୍ରକଳ୍ପ ସାଜିଛି ପ୍ରହସନ ; ଜଳ ପାଇଁ ହାହାକାର ମୁରିବାହାଲ ବ୍ଲକ୍ ଇଛାପରା ପଞ୍ଚାୟତ ଭଣ୍ଡାରବାଞ୍ଜି ଗାଁର ଦଳିତ ପଡ଼ାବାସୀ

ବଲାଙ୍ଗିର,୦୩/୦୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେଠାରୁ ଜଳକଷ୍ଟ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ସରକାର ପ୍ରତିଟି ଗାଁକୁ...

ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ; ନିମ୍ନମାନର ପିଚୁ କାମ ସପ୍ତାହେ ନପୁରୁଣୁ ଉଠି ଗଲାଣି ସମସ୍ତ ପିଚୁ !

ବଲାଙ୍ଗୀର,୦୨/୦୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତ ଅଧୀନରେ ଗତ କିଛି ସପ୍ତାହ ଭିତରେ ଗ୍ରାମ୍ୟ ନିର୍ମାଣ ବିଭାଗ...

ଗୁଲମୀ ଜଙ୍ଗଲରୁ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର ।

ବଲାଙ୍ଗୀର,୩୦/୦୩ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଧୀନ ଗୁଲମୀ ଜଙ୍ଗଲରୁ ଆଜି ଜଣେ ବୃଦ୍ଧାଙ୍କ ଗଳିତ ଶବ ଆଜି...

ଅଚଳ ଭଲି ପରିସ୍ଥିତିରେ ବାବେଜୁରୀ ହରଗୌରୀ ମନ୍ଦିର ପାଖରେ ଥିବ ନଳକୂପ ; ତୁରନ୍ତ ମରାମତି କରିବାକୁ ଦାବୀ

ବଲାଙ୍ଗୀର, ୩୦/୦୩ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଗୁଡିଘାଟ ଗ୍ରାମ ପଞ୍ଚାୟତ ଅଧୀନ ବାବେଜୁରୀ ହରଗୌରୀ ଶିବ ମନ୍ଦିର...

ଆହତ ଦନ୍ତାହାତୀ ର ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ ।

ବଲାଙ୍ଗୀର,୩୦/୦୩: ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଧୀନ ଜଙ୍ଗଲରେ ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଅସୁସ୍ଥ ଥିବା...

କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଓକିଲ ସଂଘ ନିର୍ବାଚନ ; ପ୍ରଫୁଲ୍ଲ ସଭାପତି, ମନୋଜ ସମ୍ପାଦକ ।

ବଲାଙ୍ଗୀର,୨୯/୦୩: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ସିଭିଲ କୋର୍ଟ...

ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ଗଗନ ପବନ: ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ !

ବଲାଙ୍ଗୀର, ୨୧/୦୩: ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ସ୍ଥାନୀୟ ହଳଦି-ମୁରିବାହାଲ-ବଙ୍ଗୋମୁଣ୍ଡା ରାସ୍ତା ଟୁନ୍ ଟୁନୀ ମୁଣ୍ଡା ଛକ ନିକଟରେ ନବ...

କଣ୍ଟାବାଞ୍ଜି ଧୁମସୁ ପିଚୁ ରାସ୍ତା କାମରେ ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା: ମାସ ନପୁରୁଣୁ ଉଠିଗଲାଣି ପିଚୁ, ବିପଦରେ ଜନସାଧାରଣ !

ବଲାଙ୍ଗୀର, ୧୧/୦୩ : ସରକାର ଉନ୍ନତ ଯୋଗାଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କିଛି ଅସାଧୁ...

ପୁଇଁନ୍ତଲା ଥାନା ପୋଲିସ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ପୋଲିସ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୯...