Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ରକ୍ଷକ ସାଜିଲେ ଭକ୍ଷକ: ପାଟଣାଗଡ଼ ଡାକ୍ତରଖାନାରେ ସିକ୍ୟୁରିଟିଙ୍କ ବର୍ବରତା, ଭିଡିଓ ରେକର୍ଡ କରିବାରୁ ଯୁବକଙ୍କୁ ବାଡ଼େଇ ବାଡ଼େଇ କଲେ ଲହୁ ଲୁହାଣ।

ବଲାଙ୍ଗୀର,୯।୬: ଡାକ୍ତରଖାନା ପରିସରରେ ରୋଗୀ ଜଗୁଆଳିଙ୍କ ଗୁଣ୍ଡାରାଜ୍। ସ୍ତ୍ରୀର ଚିକିତ୍ସା ପାଇଁ ଆସିଥିବା ଜଣେ ଅସହାୟ ଯୁବକଙ୍କୁ ବଳପୂର୍ବକ ଆକ୍ରମଣ...

ବାଙ୍କେଲ ଜଳ ପ୍ରକଳ୍ପ ନାଁରେ ମହାଦୁର୍ନୀତି ଘଟଣା ! କାନ୍ଥରେ ସିମେଣ୍ଟ ବଦଳରେ କୁଟା-ବସ୍ତା: ‘ମହାଖୁଲାସା ପରେ ବି ପ୍ରଶାସନ କାହିଁକି ନିରବ ? ତଦନ୍ତ ଭୟରେ ଫୋନ୍ ଉଠାଉନାହାନ୍ତି ଏସଡିଓ ଓ ଯନ୍ତ୍ରୀ

ବଲାଙ୍ଗୀର,୯।୪: ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାରେ ବାଟମାରଣାର ଯେଉଁ ସାଂଘାତିକ ଚିତ୍ର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ...

କଣ୍ଟାବାଞ୍ଜି: ରକ୍ତର ସଂକଟ ବେଳେ ଆଗେଇ ଆସିଲା ନାରୀଶକ୍ତି, ସଂଗୃହିତ ହେଲା ୩୨ ୟୁନିଟ୍ ରକ୍ତ

ବଲାଙ୍ଗୀର,୯।୫: ବର୍ତ୍ତମାନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତଭଣ୍ଡାରଗୁଡ଼ିକରେ ସୃଷ୍ଟି ହୋଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ କଣ୍ଟାବାଞ୍ଜିଠାରେ...

ବଲାଙ୍ଗୀର: ରାସ୍ତାରେ ପଡ଼ିଥିବା କାଦୁଅ ସାଜିଲା କାଳ: ବଲାଙ୍ଗୀରରେ ଟ୍ରକ ଧକ୍କାରେ ମାଆ-ଝିଅ ମୃତ, ଟ୍ରକ ଚାଳକ ଫେରାର ।

ବଲାଙ୍ଗୀର, ୯।୬ : ପୁଣି ରକ୍ତରଞ୍ଜିତ ହୋଇଛି ବଲାଙ୍ଗୀର ସହର ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ। ପ୍ରଶାସନିକ...

ବିଳମ୍ବିତ ରାତିରେ ୧୨ ଚକିଆ ଟ୍ରକ ଯୋଗେ ଖଇର କାଠ ଚୋରାଚାଲାଣ : ମୁରିବାହାଲ ବନ ବିଭାଗର ଚଢ଼ାଉ ।

ବଲାଙ୍ଗୀର, ୮।୬ : ଆଜି ବିଳମ୍ବିତ ରାତି ପ୍ରାୟ ୨ ଟାରେ ୧୨ ଚକିଆ ଟ୍ରକ ଯୋଗେ ଖଇର କାଠ...

ଲୋଇସିଂହା ବାଦୀବାହାଲ ଗାଁରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରକୀୟା ପ୍ରୀତି ଅଭିଯୋଗ ।

ବଲାଙ୍ଗିର,୮।୬: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଦୀବାହାଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ...

ବଲାଙ୍ଗୀର ସଦର ବ୍ଲକରେ ସରପଞ୍ଚଙ୍କ ଗଣଧାରଣା: ବୃଦ୍ଧାବସ୍ଥା ଭତ୍ତା ପ୍ରଦାନ ଦାବିରେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ ।

ବଲାଙ୍ଗୀର, ୯।୬: ବଲାଙ୍ଗୀର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଭିନ୍ନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ବ୍ଲକର...

ଦେଶିଲ ପ୍ରାଥମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରୂପାନ୍ତରଣର ଶୁଭାରମ୍ଭ ।

ବଲାଙ୍ଗୀର, ୮।୬: ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ବଲାଙ୍ଗିର ଜିଲ୍ଲା ମୁରିବାହାଲ...

ବଲାଙ୍ଗୀରରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ: ୫ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୭।୬: ବଲାଙ୍ଗୀର ସହରରେ ବେଆଇନ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ସ୍ମାର୍ଟ ପାର୍କ ନିକଟସ୍ଥ...

ତେନ୍ତୁଳିଖୁଣ୍ଟି ସଂରକ୍ଷିତ ଜଙ୍ଗଲ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ।

ବଲାଙ୍ଗୀର,୫।୬: ବଲାଙ୍ଗୀର ବନଖଣ୍ଡ ମୁରିବାହାଲ ରେଞ୍ଜ ଅଧୀନସ୍ଥ ତେନ୍ତୁଳିଖୁଣ୍ଟି ତିଖାରୀ ସଂରକ୍ଷିତ ଜଙ୍ଗଲ ପରିସରରେ ଆଜି “ବିଶ୍ୱ ପରିବେଶ ଦିବସ”...

ଅଜଣା ଗାଡ଼ି ଧକ୍କାରେ ଗୋଡ଼ ଛିଣ୍ଡି ମାନସିକ ସନ୍ତୁଳନ ହରାଇଥିବା ବ୍ୟକ୍ତି ଗୁରୁତର, ଦେବଦୂତ ସାଜିଲେ ସରପଞ୍ଚ ।

ବଲାଙ୍ଗୀର, ୫।୬ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ...

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ଦୁର୍ନୀତି ବିରୋଧରେ ନିଦ ଭାଙ୍ଗିବାକୁ ଚାଲିଲା ‘ଘଣ୍ଟ ବାଦ୍ୟ’ ପ୍ରତିବାଦ ।

ବଲାଙ୍ଗୀର,୪।୬: ପ୍ରଶାସନିକ ସ୍ଥାଣୁତା ଓ ଦୁର୍ନୀତିର ଚରମ ସୀମା! ଯେତେବେଳେ ଜନସାଧାରଣଙ୍କ ସ୍ୱର ଶୁଣିବାକୁ ସରକାରୀ ବାବୁମାନଙ୍କ କାନରେ ବତା...