Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Debagarh Odisha

୨ ବାଇକ ମୁହଁାମୁହଁି ଧକ୍କା, ଯୁବକ ମୃତ ଜଣେ ଆହାତ

ଦେବଗଡ଼:ବାରକୋଟ ବ୍ଲକର ପୁଇପାଣି- ଗୌଡନାଳୀ ଗ୍ରାମ ରାସ୍ତା ନିକଟରେ ଆଜି ସଂଧ୍ୟାରେ ୨ଟି ବାଇକ ମୁହଁାମୁହଁି ଧକ୍କା ହେବା ଫଳରେ...

ସମ୍ବଲପୁର ସାଂସଦ ଙ୍କ ପତ୍ନୀ ଓ ତାଙ୍କ ମ୍ୟାନେଜର ଙ୍କ ନାମରେ ଥାନାରେ ଏତଲା ।

ସମ୍ବଲପୁର ସାଂସଦ ଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଓ ତାଙ୍କ ମ୍ୟାନେଜର ସମ୍ବଲପୁରର ଅବିନାଶ ତିଆଡ଼ିଙ୍କ ନାମରେ ଆଜି ଦେବଗଡ଼...

ଦେବଗଡ଼ ଜିଲ୍ଲାକୁ ଅଗ୍ରଣୀ କୃଷିଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ସମସ୍ତେ ଉଦ୍ୟମ କରିବା- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ପୁରୁଣାଗଡସ୍ଥିତ ବିଜେପି କାର୍ଯ୍ୟାଳୟରେ...

ଖପରସାହି ଦୁର୍ଗା ପୂଜା ରାବଣ ପୋଡି ସମୟରେ ଗଣ୍ଡଗୋ‌ଳ

ଦେବଗଡ଼:ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଖପର ସାହି ଦୁର୍ଗା ପୁଜା କମିଟୀର ସଦସ୍ୟଙ୍କ ନାମରେ ମିଥ୍ୟା...

ସବୁଠି ପୂଜା ପାଇଲେ ମାଁ

ଦେବଗଡ଼:ସହରର ଠାରୁ ଆରମ୍ଭ କରି ଗ୍ରାମାଚଂଳ ସବୁଆଡେ ମେଢରେ ପୂଜା ପାଇଲେ ମାଁ । ଚଳିତ ବର୍ଷ ପୂଜାକୁ ଆକର୍ଷଣ...

ପୁଲିସ ସହୀଦ ଦିବସ ପାଳିତ

ଦେବଗଡ଼: ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୁଲିସ ରିଜର୍ଭ ପଡିଆ ଠାରେ ଆଜି ୬୪ତମ ଓଡିଶା ପୁଲିସ ସହୀଦ ଦିବସ...

ମହିଳା ପ୍ରତି ଯୌନ ଉତ୍ପୀଡନ ଆଇନ ସମ୍ପର୍କିତ ତାଲିମ୍ ଶିବିର ।

କର୍ମ କ୍ଷେତ୍ରରେ ମହିଳା ଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କର୍ମ କ୍ଷେତ୍ରରେ ମହିଳା ଙ୍କ ପ୍ରତି ଯୌନ ଉତ୍ପୀଡନ (...

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା

ଦେବଗଡ: ତିଲେଇବଣି ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା...

ଟାଟା ପାୱାର ବିଦ୍ୟୁତ ସେବା ପ୍ରଦାନରେ ବିଫଳ ଓ ମନମୁଖୀ କାର୍ଯ୍ୟକୁ କଂଗ୍ରେସର ବିରୋଧ

ଦେବଗଡ଼ : ବିଦ୍ୟୁତ ବିତରଣକାରୀ ସଂସ୍ଥା ଟିପିଡବ୍ଲୁଓଡିଏଲ୍‌ ଦେବଗଡ ଜିଲ୍ଲାର ଲୋକମାନଙ୍କୁ ବିଦ୍ୟୁତ ସେବା ପ୍ରଦାନ କରିବାପରେ ବିଫଳ ହେବା...

ଦେବଗଡ ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା‘ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା‘ ଯୋଜନାର...

ବିଭିନ୍ନ ଦେବୀପୀଠରେ ନବରାତ୍ର ପୂଜା ଆରମ୍ଭ

ଦେବଗଡ଼:ପୌରାଂଚଳର ସ୍ଥିତ ମଠସାହିରେ ୧୫ ରୁ ୨୪ ତାରିଖ ୯ ଦିନ ଧରି ହେବାକୁଥିବା ମାଁ କନକ ଦୁର୍ଗା ମନ୍ଦିର...

ସାଇବର ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ଦେବଗଡ଼:ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ସାଇବର ସଚେତନତା କାର୍ଯ୍ୟକ୍ରମ...