Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Gajapati Odisha

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରିରେ କୃଷକ ସଂହାର ଅକ୍ଟବର ୩କୁ ବର୍ଷ ପୁରୁ ଥିବାରୁ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ କଳା ଦିବସ ପାଳନ

ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଉତ୍ତରପ୍ରଦେଶ ର ଲକ୍ଷ୍ମୀପୁର ଖେରୀରେ ବିଜେପିର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ପ୍ରରୋଚନାରେ ସଂଗଠିତ କୃଷକ...

ଆଦିବାସୀ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ମାନବ ଅଧିକାର କମିଶନରଙ୍କୁ ଭେଟିଲେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ

ପାରଳାଖେମୁଣ୍ଡି:୫/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ସାରା ରାଜ୍ୟରେ ବହୁ ଚର୍ଚ୍ଚତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ନବମ...

ଗଜପତି ଜିଲ୍ଲାର ମୋହନା ବ୍ଲକ ଅଞ୍ଚଳରେ ରାଜ୍ୟ କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ”ରାଲିରେ ପି ସି ସି ସଭାପତି ପୂର୍ବତନ ସାଂସଦ ଶରତ ପଟ୍ଟନାୟକ

ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କମଳା ପୁର ଛକ ଠାରୁ ମୋହନା ବ୍ଲକର ଶେଷ...

ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ...

ଜିଲ୍ଲା ପ୍ରଶାସନ ଓ ସମର୍ଥ ର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ଠାରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୪/(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ...

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପରିଛଳ ଗ୍ରାମରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଅଛି। ଏଥିରେ...

ଗୁମ୍ମା ଆଇ ସି ଡ଼ି ଏସ ପ୍ରକଳ୍ପ ଅଧିକାରୀ ଭାବେ ପୁଷ୍ପାଞ୍ଜଳି ସାହୁଙ୍କ ଦାୟିତ୍ଵ ଗ୍ରହଣ

ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସମ୍ମନିତ ବିକାଶ କେନ୍ଦ୍ର(ଆଇ ସି ଡ଼ି ଏସ ର) ଶିଶୁ...

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, (ସଭାପତି, ପ୍ରବାସୀ ଭାରତୀୟ ଓଡ଼ିଆ ସଙ୍ଘ – କୁଏତ, ୱାର୍ଲ୍ଡ୍...

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, (ସଭାପତି, ପ୍ରବାସୀ ଭାରତୀୟ ଓଡ଼ିଆ ସଙ୍ଘ – କୁଏତ, ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି – କୁଏତ, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ, ଭାରତ ସେବା ଦର୍ଶନ ର ପ୍ରତିଷ୍ଠାତା) । ପ୍ରବାସୀ ଭାରତୀୟ ଙ୍କ ତରଫରୁ, ୧୫୪ ତମ ଜନ୍ମ ବାର୍ଷିକୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ଅକ୍ଟୋବର ୨ରେ ସେ ତାଙ୍କ ଜନ୍ମ ବାର୍ଷିକୀରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ଏବଂ କହିଛନ୍ତି ଯେ ଶାସ୍ତ୍ରୀଙ୍କ ସରଳତା ଏବଂ ନିଷ୍ପତ୍ତି ନେବା ଦକ୍ଷତା ଯୋଗୁଁ ତାଙ୍କୁ ସାରା ଦେଶରେ ସେ ପ୍ରଶଂସିତ ମହାତ୍ମା ଗାନ୍ଧୀ ୨ ଅକ୍ଟୋବର ୧୮୬୯ରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଗାନ୍ଧୀ ଜୟନ୍ତୀ ତଥା ଆନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ। ସେ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ଅହିଂସା ବିରୋଧର ତାଙ୍କର ଶିକ୍ଷା ସାରା ବିଶ୍ୱରେ ସସମ୍ମାନେ ସ୍ମରଣ କରାଯାଏ |ଲାଲ୍ ବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ। ସେ ୨ ଅକ୍ଟୋବର ୧୯୦୪ରେ ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଲୋକମାନେ ତାଙ୍କର ସରଳତା ଏବଂ ନମ୍ରତାର ପ୍ରଶଂସକ ଥିଲେ | ସେ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ‘ଜୟ ଜୱାନ ଜୟ କିସାନ’ ସ୍ଲୋଗାନ ଦେଇଥିଲେ।ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, ଘୃଣା, ବିଭାଜନ ଓ ସଂଘର୍ଷର ଦିନ ଆଉ ନାହିଁ। ସମ୍ପ୍ରତି ଶାନ୍ତି, ବିଶ୍ବାସ ଏବଂ ସହନଶୀଳତାର ନୂତନ ଯୁଗର ଅୟମାରମ୍ଭ ପାଇଁ ସମୟ ଉପଗତ ହୋଇଛି। ଚାଲନ୍ତୁ, ଆନ୍ତର୍ଜାତିକ ଅହିଂସା ଦିବସ ତଥା ଗାନ୍ଧୀଜୀଙ୍କ ଜନ୍ମଦିନରେ ତାଙ୍କର ଶାନ୍ତିର ବାର୍ତ୍ତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଓ ସମସ୍ତଙ୍କ ପାଇଁ ଉନ୍ନତ ଭବିଷ୍ୟତ ଗଢ଼ିବା ଲାଗି ପ୍ରତିବଦ୍ଧ ହେବା।ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ରାଷ୍ଟ୍ର ପ୍ରତି ତାଙ୍କର ନିଃସ୍ୱାର୍ଥପର ସେବା ଆଗାମୀ ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଶ୍ରୀଯୁକ୍ତ ବିଶ୍ଵ ରଂଜନ କହିଥିଲେ ।

ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, (ସଭାପତି, ପ୍ରବାସୀ ଭାରତୀୟ ଓଡ଼ିଆ ସଙ୍ଘ – କୁଏତ, ୱାର୍ଲ୍ଡ୍...

ସରପଞ୍ଚ ଆନ୍ଦୋଳନର ସମାଧାନ ପରିବର୍ତ୍ତେ ସରକାରଙ୍କ ଭଣ୍ଡୁର ଉଦ୍ୟମ

ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟରେ ସରପଞ୍ଚ୍ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ...

ଗଜପତି ଜିଲ୍ଲା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବୃନ୍ଦାବନ ପ୍ୟାଲେସ ଠାରେ ବନ୍ଧୁମିଳନ

ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି ।...

ମୋହନା ଠାରେ ଜଗନ୍ନାଥ ମନ୍ଦିର ପୁନରୁଦ୍ଧାର ନିମନ୍ତେ ବିଜେଡି ଜିଲ୍ଲା ସଭାପତିଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ

ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ଥିବା ଜଗନ୍ନାଥ ମନ୍ଦିର ର...