Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Gajapati Odisha

ବିଦ୍ୟାନିକେତନ ସ୍କୁଲ ଖେଳପଡ଼ିଆ ଠାରେ ଅନୁଷ୍ଠିତ ୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା...

ରାୟଗଡ଼ ଓଏଲଏମର ବିପିଏମଙ୍କୁ ପ୍ରଶାସନ ବଦଳି କରିବା ପରେ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ

ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା...

ବିଦ୍ୟାନିକେତନ ସ୍କୁଲ ଖେଳପଡ଼ିଆ ଠାରେ ଅନୁଷ୍ଠିତ ୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା...

ରାୟଗଡ଼ ଓଏଲଏମର ବିପିଏମଙ୍କୁ ପ୍ରଶାସନ ବଦଳି କରିବା ପରେ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ ପାରଳାଖେମୁଣ୍ଡି:୨୭/୯(, ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା ଉଦେଶ୍ୟ ମୂଳକ ଭାବେ କରାଯାଇଥିଲା. ଏହି ଘଟଣାରେ ଗଜପତି ଜିଲ୍ଲାର ସାମ୍ବାଦିକମାନେ ରାୟଗଡ ଓଡିଶା ଜୀବିକା ମିଶନର ବିପିଏମକୁ ତୁରନ୍ତ ବଦଳି ସହ ୬ ଦଫା ଦାବି ନେଇ ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଧରିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଥିଲେ. ଏହି ଧାରଣା ଗତକାଲି ୩ୟ ଦିନରେ ପହଞ୍ଚି ଥିଲା. ଗତକାଲି ସନ୍ଧ୍ୟାରେ ଗଜପତି ପ୍ରଶାସନ ସାମ୍ବାଦିକମାନଙ୍କ ଦାବି ଅନୁଯାଇ ରାୟଗଡ଼ ବ୍ଲକ ଓଡିଶା ଜୀବିକା ମିଶନର ବିପିଏମଙ୍କୁ ବଦଳି କରିଥିବା ନିଷ୍ପତ୍ତି ନେବା ସହ ଧାରଣା ପ୍ରତ୍ୟାହୃତ ପାଇଁ କହିଥିଲେ. ଏଥିରେ ସାମ୍ବାଦିକମାନେ ଗଜପତି ପ୍ରଶାସନ ସହିତ ଏକମତ ହୋଇ ଗତକାଲି ରାତିଠାରୁ ଧାରଣାକୁ ପ୍ରତ୍ୟାହୃତ କରିଥିଲେ. ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଡିଜେନ ପଢି, ପ୍ରଦୀପ ନାୟକ, ରଶ୍ମି ରଞ୍ଜନ ମିଶ୍ର, ସରୋଜ ବୀର, ସନ୍ତୋଷ ପଟ୍ଟନାୟକ, ଦିଲ୍ଲୀପ ଶତପଥି, ବିଜୟ କୁମାର ଗୌଡ଼, ଗଣେଶ ରାଜୁ ପ୍ରମୁଖ ସାମ୍ବାଦିକ କହିଛନ୍ତି ରାୟଗଡ ବ୍ଲକ ଜୀବିକା ମିଶନର ହିତାଧିକାରୀଙ୍କୁ ଛେଳି ଯୋଗାଣରେ ଅନିୟମିତତା ଓ ଦୁର୍ନୀତିକୁ ନେଇ ରାୟଗଡ ବ୍ଲକର ସାମ୍ବାଦିକମାନେ ଖବର ପ୍ରକାଶନ କରିବାରୁ ସମ୍ପୃକ୍ତ ଅଧିକାରିଣୀ ଏଥିରେ ଉତକ୍ଷେପିତ ହୋଇ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା କେଶ ରୁଜୁ କରିଥିଲେ. ଏହି ଘଟଣାକୁ ନେଇ ଗଜପତି ଜିଲ୍ଲାର ସାମ୍ୱାଦିକମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାକୁ ନିନ୍ଦା କରାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରିଣୀଙ୍କୁ ବିହିତ କାଯ୍ୟନୁଷ୍ଠାନ ପାଇଁ ଦାବି କରି ୬ ଦଫା ନେଇ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲା ପ୍ରଶାସନଙ୍କୁ ଗତ ରବିବାର ଦିନ ପ୍ରଦାନ କରି ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା. ଧାରଣାର 3 ୟ ଦିନ ମଙ୍ଗଳବାର ସନ୍ଧ୍ୟାରେ ସାମ୍ବାଦିକ ମାନଙ୍କ ଦାବି ମୁତାବକ ଗଜପତି ପ୍ରଶାସନ ସମ୍ପୃକ୍ତ ଅଧିକାରିଣୀଙ୍କୁ ରାୟଗଡରୁ ବଦଳି କରାଯାଇଥିବା ଘୋଷଣା କରିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି. ହେଲେ 6 ଦଫା ଦାବି ହାସଲ ପଯ୍ୟନ୍ତ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ ମଧ୍ୟ ଦାବି ହାସଲ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଚାଲୁ ରହିବା ନିଷ୍ପତ୍ତି ହୋଇଥିବା ଏହି ସାମ୍ବାଦିକମାନେ ସୂଚନା ଦେଇଛନ୍ତି.

ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା...

କାଶୀନଗର ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ”କାର୍ଯ୍ୟକ୍ରମ ହଜାର ହଜାର କର୍ମୀଙ୍କୁ ଉପସ୍ଥିତ ଥିଲେ।

ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥି ଏହା...

ଗୁମ୍ମା ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ”କାର୍ଯ୍ୟକ୍ରମ ହଜାର ହଜାର କର୍ମୀଙ୍କୁ ଉପସ୍ଥିତ ରେ ବିଜୟ ପଟ୍ଟନାୟକ

ପାରଳାଖେମୁଣ୍ଡି ୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସ୍ଥିତ ହାଟପଦା ଛକ ନିକଟରେ ଗୁମ୍ମା ବ୍ଲକ କଂଗ୍ରେସ...

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡ କୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ।

ପାରଳାଖେମୁଣ୍ଡିଲ:୨୬/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡ କୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା...

ଗଜପତି ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଧାରଣା ତୃତୀୟ ଦିନରେ ପହଁଚିଲା, ଜିଲ୍ଲା ପରିଷଦ ଅଧକ୍ଷ ମିଥ୍ୟା କେଶ, ସାମ୍ବାଦିକ ବିରୋଧୀ କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କଲେ

ପାରଳାଖେମୁଣ୍ଡି:୨୬/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା...

ପାରଳାଖେମୁଣ୍ଡି ଠାରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲା କଂଗ୍ରେସ...

ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରତ ସାମ୍ବାଦିକମାନଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ବିଜୟ ପଟ୍ଟନାୟକ

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା...

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଙ୍ଗଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ...

ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରତ ସାମ୍ବାଦିକମାନଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ବିଜୟ ପଟ୍ଟନାୟକ

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା...