Gajapati News Today – News from Gajapati District Odisha
ଗଜପତି ଜିଲ୍ଲା ମୋହନା ଠାରେ ଠେଙ୍ଗା ମାଡ ଘଟଣାରେ ଜଣେ ମୃତ ମୁଖ୍ୟ ଆସାମୀ ଗିରଫ କୋର୍ଟ ଚାଲାଣ
ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାର ବିଶିଷ୍ଟ କିରାଣୀ ବ୍ୟବସାୟୀ କୋରା ସାହୁ ଙ୍କ...
ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରଯାତ୍ରୀ ରେ ଛୁରା ମାଡ଼, ଜଣେ ମୃତ
ପାରଳାଖେମୁଣ୍ଡି:୧୩/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଂଚଳ ରେ ଗତ ମଙ୍ଗଳବାର ରାତି 10ଟା...
ମୋହନା ନିର୍ବାଚନ ମଣ୍ଡଳୀ ର ଗାଁ ଗାଁ ରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଙ୍କ କଂଗ୍ରେସ ଆସୁଛି ବେନର
ପାରଳାଖେମୁଣ୍ଡି:୧୩/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଗତ କିଛି ଦିନ ଧରି ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ...
ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ପାରଳାଖେମୁଣ୍ଡି:୮/(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ...
ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ପାରଳାଖେମୁଣ୍ଡି:୮/(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ...
ମୋହନା ଗ୍ରାମ ପଞ୍ଚାୟତ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ଦାବିରେ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ ପାରଳାଖେମୁଣ୍ଡି:୭/୩(ଗରୁଡ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି ଏବେ ଯୋର ଧରିଛି । ଆଜି ମୋହନା ଉନ୍ନୟନ ପରିଷଦ ଏବଂ ଏମ କେ ସି ଜି ଯୁବକ ସଂଘ, ନୀଳକଣ୍ଠେଶ୍ଵର ବଣିକ ସଂଘ, ଓକିଲ ସଂଘ ଓ ମହିଳା ସଂଘ, ସାମ୍ବାଦିକ ସଂଘ,ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ହାଇସ୍କୁଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୋହନାକୁ ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଦାୟିତ୍ଵରେ ଥିବା ଅଧିକାରୀ ବେଣୁଧର ଚଣ୍ଡ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୋହନା ର ପ୍ରତି ଛକ ରେ ପଥପ୍ରାନ୍ତ ସଭା କରି ବୁଦ୍ଧିଜିବୀ ମାନେ ଉଦବୋଧନ ଦେଇଥିଲେ କି ଦକ୍ଷିଣ ଓଡିଶା ପ୍ରତି ରାଜ୍ଯ ସରକାର ଙ୍କ ସବୁବେଳେ ସବୁ କ୍ଷେତ୍ରରେ ଅବହେଳା ଅଣଦେଖା ରହୁଛି, ଗଜପତି ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା କୁ ପ୍ରତି କାର୍ଯ୍ୟ ରେ ଅବହେଳା କରାଯାଉଛି, ରାଜ୍ଯ ଯାହା ଅନୁମୋଦନ ଦେଉଛି ତାହା ଗଜପତି ଜିଲ୍ଲା ପହଁଞ୍ଚିବା ବହୁ ବିଳମ୍ବ ହେଉଛି, ରାଜ୍ଯ ସରକାର ୩୫ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷାଣ କଲେ ମୋହନା କୁ କିପରି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ରାଜ୍ଯ ର ଅଧିକାଂଶ ମନ୍ତ୍ରୀ ଏହି ମୋହନା ରାସ୍ତା ଦେଇ ଯିବା ଆସିବା କରନ୍ତି ସେହି ମନ୍ତ୍ରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବା କଥା ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ କାରି l ମୋହନାକୁ ଏନଏସି ମାନ୍ୟତା ପାଇଁ ମୋହନା ବାସି ବହୁବାର ଦାବି କରି ଆସୁଥିଲେ ସୁଦ୍ଧା ଦାବି ପୂରଣ ହୋଇନାହିଁ । ଯଦି ସରକାର ଆଗାମୀ ୧୦ ତାରିଖ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୋହନା ବାସୀ ।
ପାରଳାଖେମୁଣ୍ଡି:୭/୩(ଗରୁଡ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି ଏବେ...
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳିତ।
ପାରଳାଖେମୁଣ୍ଡି:୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ପାଳିତ...
ରାୟଗଡ ବ୍ଲକ କଇଁପୁର ସ୍ଥିତ ମହେନ୍ଦ୍ର ତନେୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଠାରେ ୭ ମ ଗଜପତି ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ୨୦୨୩-୨୪ ୩ ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ
ପାରଳାଖେମୁଣ୍ଡି:୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମ-ବିକାଶ ଅଧିନସ୍ଥ ମହେନ୍ଦ୍ର ତନୟା – ଆଶ୍ରମ...
ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ବୁନ୍ଦା-ଦିଆ କାର୍ଯ୍ୟକ୍ରମ-୨୦୨୪ ଶୁଭାରମ୍ଭ
ପାରଳାଖେମୁଣ୍ଡି:୫/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁ...
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳିତ
ପାରଳାଖେମୁଣ୍ଡି:୫/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଳାର ସଦର ମହକୂମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ...
ଓଡ଼ିଶାର ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି:୫/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଶାର ସ୍ଵନାମଧନ୍ୟ ବରିଷ୍ଠ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ଵରସ୍ଥିତ ଧର୍ମନଗର ବାସଭବନରେ ରବିବାର...
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ବିଜେପି ଦଳୀୟ କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ
ପାରଳାଖେମୁଣ୍ଡି:୫/୩(ଗରୁଡ଼ ଧ୍ଵଜ ଚୌଧୁରୀ):ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ଏରଦେଲା ସାହି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା...
