Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Ganjam Odisha

ପ୍ରଶାସନକୁ ନିଘା ନାହିଁ ଗାଈକୁ ପଘା ନାହିଁ, ରାଜ ରାସ୍ତାରେ ଗାଈଗୋରୁ

ଵ୍ରହ୍ମପୁର, 13/07, ବ୍ରହ୍ମପୁର ସହରରେ ଗୃହପାଳିତ ପଶୁଙ୍କ ରାସ୍ତାରେ ବିଚରଣ କରିବା ଏକ ପ୍ରଥା ହୋଇଯାଇଛି। ନିରାପଦ ଆଶ୍ରୟ ସ୍ଥଳୀ...

ତିନିଦଫା ଦାବି ସହ ବିଭିନ୍ନ ସମସ୍ୟା ନେଇ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବିଧାୟକଙ୍କୁ ସ୍ମାରକ ପତ୍ର

ବେଲଗୁଣ୍ଠା,13/07, ଆଗାମୀ ଦିନରେ ବିଧାନସଭା ବୈଠକ ବସିବାକୁ ଥିବା ବେଳେ ନିଜର ତିନି ଦଫା ଦାବି ଜଣାଇ ସୋରଡା ବିଧାୟକ...

ଗଣ ଦୁଷ୍କର୍ମ ପରେ ମହିଳାଙ୍କ ଯୌନାଙ୍ଗରେ ପୂରାଇ ଦେଲେ ମଦ ବୋତଲ

କବିସୂର୍ଯ୍ୟନଗର: ଘଟଣା ଅତି ନୃଶଂସ । ଆମାନବୀୟ । ଅକ୍ଷମଣୀୟ । ଯିଏ ଶୁଣୁଛି, ଶିହିରି ଯାଉଛି । ଆଉ...

ବେଲଗୁଣ୍ଠା ଥାନାରେ ନୂତନ ଅପରାଧିକ ଆଇନ ର କାଯ୍ୟକାରୀତା ସମ୍ପର୍କରେ ଆଲୋଚନା ଚକ୍ର

ବେଲଗୁଣ୍ଠା,09/07, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ପହିଲାରୁ ଭାରତରେ ବର୍ଷ ବର୍ଷ ଧରି ଚାଲିଥିବା ବ୍ରିଟିଶ୍ ଆଇନ୍ ର...

ବିଦ୍ୟାଳୟରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ ନୀଳମଣି, ମଧ୍ୟାନ ଭୋଜନ ଖାଦ୍ୟ ନିମ୍ନମାନର ନେଇ ଅସନ୍ତୋଷ,

ବେଲଗୁଣ୍ଠା, 09/07,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ଛାତ୍ରଛତ୍ରୀଙ୍କ ପାଇଁ...

ଭୈରବୀ ରେ ଉତ୍ସାହର ସହ ପାଳିତ ହେଲା ରଥଯାତ୍ରା।

ଗୋପାଳପୁର,୦୭/୦୭ ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସାହର ସହ ସମାପନ...

ସରକାର ବ୍ୟବସ୍ଥା କଲେ, ଲୋକେ ସୂଚନା ପାଇ ପାରିଲେନିଖୋଦ୍ ମନ୍ତ୍ରୀଙ୍କ ବ୍ଲକ ରୁ ରଥ ଯାତ୍ରା ବସ୍ ଫାଙ୍କା, ଆରମ୍ଭରୁ ଝୁଣ୍ଟିଲା ସରକାରୀ ଯୋଜନାବ୍ଲକ୍ ପ୍ରଶାସନର ଅବହେଳାରୁ ବସ୍ ରେ ଗଲେ ମାତ୍ର ୫ଜଣ

ଗୋପାଳପୁର,୦୭/୦୭ ପବିତ୍ର ରଥ ଯାତ୍ରା ଉପଲକ୍ଷେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ୩୧୪ ବ୍ଲକ୍ ମୁଖ୍ୟାଳୟ ରୁ...

ମାଣ୍ଡିଆପଲ୍ଲୀ ଓ ଗୋପାଳପୁରରେ ରଥଯାତ୍ରା ପାଳନ

ଗୋପାଳପୁର ୭/୭ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାରରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ପାଳନ...

କରାପଲ୍ଲୀ ଓ ଗୋପାଳପୁର ଠାରେ ବନରକ୍ଷୀ ଙ୍କ କାର୍ଯ୍ୟାଳୟ ଉଦଘାଟିତ।

ଗୋପାଳପୁର,୭୦/୦୭ ବ୍ରହ୍ମପୁର ବନଖଣ୍ଡ ଅଧିନରେ ଥିବା ଗୋପାଳପୁର ଓ କରାପଲ୍ଲୀ ଠାରେ ନୂତନ ବିଟ୍ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ବ୍ରହ୍ମପୁର...

ରଥ ନିର୍ମାଣ ହୋଇ ପାରୁ ନଥିବାରୁ ପହଣ୍ଡି ରେ ମାଉସୀ ମାଁ ମନ୍ଦିର ଗଲେ ତିନି ମୃର୍ତ୍ତି

ଗୋପାଳପୁର,୦୭/୦୭ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡି ଗ୍ରାମ ରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରର ରଥ ନଥିବା ଯୋଗୁଁ...

ବେଲଗୁଣ୍ଠାର ଵିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ

ବେଲଗୁଣ୍ଠା, 20/06, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି I...

ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କାଯ୍ୟକାରିଣୀ ବୈଠକ

ବେଲଗୁଣ୍ଠା, 06/07,ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I...