Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

କାଉଡୋଳା ପଞ୍ଚାୟତରେ ବିକଶିତ ଭାରତ ରଥ କୁ ସ୍ୱାଗତ କଲେ କଳାହାଣ୍ଡି ସାଂସଦ।

କୋକସରା:୨୭/୧୨ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ...

ବିଜୁ ସ୍ମୃତି କମିଟି ତରଫରୁ ଅସହାୟ ଵୃଦ୍ଧ ବନିତାଙ୍କୁ କମ୍ବଲ ବଣ୍ଟନ

ସମ୍ବଲପୁର:ଭାରତ ବର୍ଷର ସର୍ବବୃହତ ଆଞ୍ଚଳିକ ଦଳ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମ୍ବଲପୁର ବିଜୁ...

ନର୍ଲା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ବେଲଖଣ୍ଡି ସ୍ଥିତ ଐତିହାସିକ ଶୈବପୀଠ ଠାରେ ନର୍ଲା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡି ର ୨୭ ତମ ପ୍ରତିଷ୍ଠା...

ବହୁ ପ୍ରତିକ୍ଷିତ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଉଦଘାଟିତ( ମଶାଲ ଶୋଭାଯାତ୍ରା ରେ ବଜା ସାଲ ଓ ବିଭିନ୍ନ ନୃତ୍ୟରେ ଦୁଳୁକି ଗଲା କେସିଙ୍ଗା)

କଳାହାଣ୍ଡି, ୨୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ତାହାର ବାର୍ଷିକ...

ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି,୨୭/୧୨-କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ ଗ୍ରୁହଠାରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଆବାହକତ୍ବରେ ବ୍ଲକସ୍ତରୀୟ କଳାହାଣ୍ଡି...

ସର୍ବ ଭାରତୀୟ ଫୁଟବଲ୍ ମହାକୁମ୍ଭ ଉଦଘାଟିତ

ସମ୍ବଲପୁର (ଲଇଡା):ଆଜି ଲଇଡା ସ୍ଥିତ ଜଗନ୍ନାଥ ପଡିଆରେ ସର୍ବ ଭାରତୀୟ ଫୁଟବଲ୍ ମହାକୁମ୍ଭ ଟୁର୍ନାମେଣ୍ଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।...

ଚନ୍ଦ୍ରଶେଖର ବାବା ମନ୍ଦିରରେ ଏକଦିଵସୀୟ ନାମଯଜ୍ଞ ସମାରୋହ

ଚିପିଲିମା,ସମ୍ବଲପୁର ଜିଲ୍ଲା ଚିପିଲିମା ଚନ୍ଦ୍ରଶେଖର ବାବା ଶିବ ମନ୍ଦିରରେ ପ୍ରତ୍ୟେକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟରେ...

ସାମ୍ବାଦିକତା ପାଇଁ ସମ୍ମାନୀତ ହେଲେ ଯୁବ ସାମ୍ୱାଦିକ ରୂପେନ୍ଦ୍ର ସୁନାନୀ।

କୋକସରା:୨୭/୧୨ ସାମ୍ବାଦିକତା ପାଇଁ ସମ୍ମାନୀତ ହେଲେ ଯୁବ ସାମ୍ବାଦିକ।କୋକସରା ବ୍ଲକ୍ କଳିଙ୍ଗ ୨୪ ନ୍ୟୁଜ ସାମ୍ୱାଦିକ ରୂପେନ୍ଦ୍ର ସୁନାନୀ। ବରଗଡ...

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ।

ଧର୍ମଗଡ:୨୭/୧୨ ମଙ୍ଗଳବାର ରାତିରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଙ୍କ ନେତୃତ୍ୱରେ ଯୋଗାଣ ବିଭାଗ ଏକ ଟିମ...

ଜିଲ୍ଲାପାଳଙ୍କ ସହ ସମ୍ବଲପୁରୀ ଧନୁଯାତ୍ରା କମିଟିର ଆଲୋଚନା

ସମ୍ବଲପୁର:ସମ୍ବଲପୁରରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ ପରିପ୍ରେକ୍ଷୀରେ କମିଟିର ସଭାପତି ସଞ୍ଜୟ ବାବୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ସହିତ...

ବିଜେଡିର ପ୍ରତିଷ୍ଠା ଦିବସ: ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର :ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବୁର୍ଲାସ୍ଥିତ ଜ୍ୟୋତିବିହାର ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା...

ଜମୁଛି ଦଣ୍ଡପାଟ ଧନୁଯାତ୍ରା : କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣକଂସ ଙ୍କ ଦରବାର ହାଜର ହେଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ

କୋକସରା:୨୭/୧୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଚାଲିଥିବା ଧନୁଯାତ୍ରା ରେ ଦର୍ଶକ ଙ୍କ ଭିଡ଼ ବଢ଼ିବାରେ ଲାଗିଛି।...