Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଠମଲ୍ଲିକ୍ ରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ…

ଆଠମଲ୍ଲିକ୍ ବିଧାନସଭା ଆସନରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କ୍ଷେତ୍ରରେ କିଛି ସରକାରୀ ଅଧିକାରୀ ବାଧକ ସାଜୁଛନ୍ତି । ଦୀର୍ଘ ତିନି ବର୍ଷରୁ ଅଧିକ ଚାକିରୀ କରିବା ସ୍ଵତ୍ତେ ରାଜନୈତିକ ସଂରକ୍ଷଣ କାରଣରୁ ଅନ୍ୟତ୍ର ବଦଳି ହେଉନାହାନ୍ତି।CRP ମାନେ ରାଜନୈତିକ କାର୍ଯ୍ୟକଳାପ କରୁଥିବା ଦେଖି ଫଟୋ ଉଠାଇ ଅଭିଯୋଗ କଲେ ଅଭିଯୋଗକାରୀଙ୍କୁ ପୋଲିସ୍ ଧମକାଉଛି ।
ଏଭଳି ସାଂଘାତିକ ଅଭିଯୋଗଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଇଂ ପ୍ରିୟଦର୍ଶିନୀ ସ୍ୱାଇଁ ସାକ୍ଷାତ୍ କରି ଏକ ଦାବିପତ୍ର ଦେଇଛନ୍ତି ।