Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଦଶହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ସମାଗମ ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ୭ଦିନ ବ୍ୟାପି ୨ୟ ଧନୁଯାତ୍ରା ଉଦଯାପିତ,କଂସ ନିଧନରେ ମଥୁରାନଗରୀ ଉଲ୍ଲସିତ

ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଚିପିଲିମା ରେ ୭ଦିନ ବ୍ୟାପି ଅନୁଷ୍ଠିତ ଧନୁଯାତ୍ରା ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଥିବାବେଳେ,ଶେଷ ରଜନୀରେ କୃଷ୍ଣଙ୍କ ହାତରେ...

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ସଡକ ସୁରକ୍ଷା ସଚେତନତା ଅଭିଯାନ

ବେଲଗୁଣ୍ଠା,୧୦/୦୧- ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଏନ.ଏସ.ଏସ, ୱାଇ.ଆର.ସି ଓ ରୋଟାରୀ କ୍ଲବ ତରଫରୁ ସଡକ ସୁରକ୍ଷା ସପ୍ତାହ ଅଭିଯାନ...

ବୁଢ଼ାକେନ୍ଦୁ ଜଙ୍ଗଲରେ 19 ଟିକିଆ ହାତୀପଲ, ଦଳିଲେ ଚାଷୀଙ୍କ ଧାନଗଦା, ଭାଙ୍ଗିଲେ ଆମ୍ବ ଓ କଦଳୀ ଗଛ,

ବେଲଗୁଣ୍ଠା,10/01, ଚଳିତ ବର୍ଷ ଦୁଃଖ ଚାଷୀଙ୍କ ପିଛା ଛାଡ଼ୁନି I ବର୍ଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ଚାଷରେ...

ନର୍ଲା ପୋଲିସକୁ ବଡ଼ ସଫଳତା ଗଞ୍ଜେଇ ମାଫିଆ କୁ ଗିରଫ କଲା ନର୍ଲା ପୋଲିସ ୨ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

କଳାହାଣ୍ଡି, ୧୦/୦୧ (ଜଗନ୍ନାଥ ନାଏକ) : ମାଦକ ଦ୍ରବ୍ୟ ଜୀବନ ପ୍ରତି ବିପଦ ବୋଲି ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ...

ପଶ୍ଚିମାଞ୍ଚଳର ବୀରପୁତ୍ରଙ୍କ ବିଷୟରେ ଗବେଷଣା କରି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବା ଏକ ଐତିହାସିକ ଘଟଣା – ପ୍ରମୋଦ ରଥ

ସମ୍ବଲପୁର:ଗତ ଡ଼ିସେମ୍ବର ୩୦ ତାରିଖ ରକ୍ତତୀର୍ଥ କୁଦୋପାଲିରେ ଦେଇଥିବା ପ୍ରତିଶ୍ରୁତି କୁ ରକ୍ଷା କଲେ କେନ୍ଦ୍ର ଶିକ୍ଷ୍ୟା, ଦକ୍ଷତା ବିକାଶ...

ଖିଦମତ “ରୋଟି ବ୍ୟାଙ୍କ’ ଠାରେ ସିଦ୍ଧୁ ସାହାଙ୍କ ପକ୍ଷରୁ କମ୍ବଳ ବଣ୍ଟନ ଓ ଭୋଜନ ସନ୍ଧ୍ୟା

ସମ୍ବଲପୁର:ଖିଦମତ ସ୍ୱେଚ୍ଛାସେବୀ ସଂଗଠନ “ରୋଟି ବ୍ୟାଙ୍କ’ ଠାରେ ସିଦ୍ଧୁ ସାହାଙ୍କ ପକ୍ଷରୁ କମ୍ବଳ ବଣ୍ଟନ ଓ ଭୋଜନ ସନ୍ଧ୍ୟା କାର୍ଯ୍ୟକ୍ରମ...

ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା କ୍ଷେତ୍ରରେ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ଶିକ୍ଷକଙ୍କ ସନ୍ତାନଙ୍କୁ ଅବହେଳା

ବେଲଗୁଣ୍ଠା,10/01,ପୂର୍ବରୁ ବହୁ ପଂଚାୟତରେ ସରକାରୀ ଉଚ୍ଚ ବିଦ୍ୟାଳୟ ନଥିବ ବେଳେ ଗ୍ରାମାଞ୍ଚଳ ଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ବିଦ୍ୟାଳୟ ପାଠ...

ଅସ୍ତରଙ୍ଗ ବନାଞ୍ଚଳ ର ପକ୍ଷୀ ଗଣନା

ଅସ୍ତରଙ୍ଗ,ପୁରୀ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବାନଞ୍ଚଳ ତରଫରୁ ବୁଧବାର ଦିନ ପକ୍ଷୀ ଗଣନା ଶେଷ ହୋଇଛି...

ଘୁମୁରା କହିଲା ଉତ୍ସବ କାହାଣୀ : ଲାଞ୍ଜିଗଡ଼ରେ ଶେଷ ହେଲା ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

କଳାହାଣ୍ଡି,୧୦/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ମହାମାରୋହରେ ପାଳିତ ହୋଇଯାଇଛି। ଲାଞ୍ଜିଗଡର ଆରାଧ୍ୟ ଭୈରବଦେବଙ୍କ...

ଡୋକାରିଚଞ୍ଚରା ରେ ଡୋକାରୀ ଦେବୀ ଙ୍କ ମଣ୍ଡେଇ ଯାତ୍ରା ପାଳନ।

କୋକସରା୧୦/୦୧ ବଣ ପାହାଡ଼ ଘେରା ସବୁଜିମା ପୂର୍ଣ୍ଣ ବନାନୀ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି...

ଦେବାଦେବୀ ଙ୍କ ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ।

କୋକସରା:୧୦/୦୧ କଳାହାଣ୍ଡି ର ଐତିହ୍ୟ ପରମ୍ପରା ର ବାର୍ତ୍ତାବହ କଳାହାଣ୍ଡି ଉତ୍ସଵ ଘୁମୁରା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ମହୋତ୍ସବ...

ଉଦଯାପିତ ହେଲା ଲାଞ୍ଜିଗଡ଼ରୋଡ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

କଳାହାଣ୍ଡି,୧୦/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ! ସରପଞ୍ଚ ସୁଶ୍ରୀ...