Odisha Districts News
ଦୁର୍ଘଟଣା ରୁ ବର୍ତ୍ତିଗଲା ମାଲବାହି ଟ୍ରେନ…ଅନକପଲ ହୋଇ ୧୪ଟି ବଗି ପଛରେ ରହିଗଲା..
ଲକ୍ଷ୍ମୀପୁର ୦୫/୦୨ ….ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟରେ ଦୁର୍ଘଟଣା ରୁ ବର୍ତ୍ତିଗଲା ମାଲବାହି ଟ୍ରେନ।ଲକ୍ଷ୍ମୀପୁର ଷ୍ଟେସନ ନିକଟରେ ମାଲବାହି ଟ୍ରେନ...
ସୁବଳୟା ଯୁବ କଳାକାର ଙ୍କ ହତ୍ୟା ଘଟଣାରେ ତିନି ଗିରଫ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଚନ୍ଦିଲି ଗୁଡି ବନ୍ଧ ପାଖରେ ସୁବଳୟା ଗ୍ରାମ...
ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କୁ ବିଦାୟୀ ଓ କୃତଜ୍ଞତା ଜ୍ଞାପନ
କଳାହାଣ୍ଡି, ୦୫/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରେ ଆଇଆଇସି ମମତା ପାଣିଗ୍ରାହୀ ନୂତନ ଭାବରେ...
ନରୋତ୍ତମ ନାଏକ ମେମୋରିଆଲ କ୍ରିକେଟ୍ ଟୁନାର୍ମେଣ୍ଟ,ସର୍ଗିଗୁଡ଼ା ଦଳ ଚାମ୍ପିୟାନ
କୋକସରା:୦୫/୦୨ ଧର୍ମଗଡ଼ ବ୍ଲକ ମା ଠାକୁରାଣୀ କ୍ଲବ ତେଣ୍ଡାପାଳି ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ନରୋତ୍ତମ ନାଏକ ମେମୋରିଆଲ କ୍ରିକେଟ୍...
ଡୁଡାଲୁ ରୁ ଶିଆଳ ମାଲ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ
କଳାହାଣ୍ଡି, ୦୫/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କୁର୍ମେଲ ଗ୍ରାମ ପଞ୍ଚାୟତ ଅଧିନସ୍ତ ଡୁଡ଼ାଲୁ ଗ୍ରାମରୁ...
ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ସମନ୍ବୟ ସମିତି କାର୍ଯ୍ୟକାରିଣୀ ବୈଠକ
କଳାହାଣ୍ଡି, ୦୫/୦୨ (ଜଗନ୍ନାଥ ନାଏକ) : କେସିଙ୍ଗା ସ୍ଥିତ ପଣ୍ଡରା ଭବନ ଠାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ...
ସମ୍ବର୍ଦ୍ଧିତ ହେଲେ ବି ଏଲ ଏଫ ସମ୍ପାଦିକା ରୀନା ସାହୁ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମିଶନ ଶକ୍ତି ବ୍ଲକ ଫେଡରେସନ ସମ୍ପାଦିକା ରୀନା ସାହୁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି...
କୁଳେରଗୁଡା ଠାରେ ମା ବସ୍ତରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।
କୋକସରାl:୦୫/୦୨ କୋକସରା ବ୍ଲକ ଟେମରା ପଂଚାୟତ କୁଳେରଗୁଡା ମା ବସ୍ତରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ। ହୋଇଯାଇଛି। କୁଳେରଗୁଡା...
କଳାହାଣ୍ଡି ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ
ଭବାନୀପାଟଣା, ୦୫/୦୨ (ଜଗନ୍ନାଥ ନାଏକ) : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ସମଗ୍ର ଶିକ୍ଷା, କଳାହାଣ୍ଡି ପକ୍ଷରୁ...
ମାଁ ବରାଳ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ପୁରାତନ ପ୍ରତ୍ୟକ୍ଷ ଦେବୀ ମାଁ ବରାଳ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା...
ପାଟୁଳିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 21 ତମ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, 05/02, ବେଲଗୁଣ୍ଠା ବ୍ଳକ୍ ପାଟୁଳିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 21 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...
ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ
ଭବାନୀପାଟଣା, ୦୫/୦୨ (ଜଗନ୍ନାଥ ନାଏକ) :ଆଜି ଜିଲାପାଳ ଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ...
