Odisha Districts News
ସମ୍ବିଧାନ ବଞ୍ଚାଅ ପରିପ୍ରେକ୍ଷୀରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତନେଇ କଂଗ୍ରେସର ପ୍ରସ୍ତୁତି ବୈଠକ
ସମ୍ବଲପୁର: ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ...
ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁର:ଆଜି ସମ୍ବଲପୁର ମହାନଗର ନିଗମ ର ସମ୍ମିଳନୀ କକ୍ଷ ଠାରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଏକ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ...
ଭାଲିଆପଦର ଗାଁ ଭଜମନ କର୍ଣ୍ଣ ର ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ବୀରମହାରାଜପୁର : (ସୌମିତ୍ରି ମେହେର) ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ପରେ ଡାକ୍ତରଖାନାରେ ପୋଷ୍ଟମଟମକୁ ନେଇ ବିଳମ୍ବ ପରେ ଡାକ୍ତରଖାନାରେ...
ଜଳ ପାଇଁ ହାହାକାର, ବର୍ଷା ଜଳ ସାହାରା:ଚେଇଁ ଶୋଇଛି ଜନ ସ୍ୱାସ୍ଥ୍ୟ ବିଭାଗ ୫ ଦିନ ହେଲା ଜଳ ଯୋଗାଣ ଠପ, ଜଳ ବିଶୋଧନ କାରଖାନା ପରିଦର୍ଶନ କଲେ ଜିଲ୍ଲାପାଳ
ସମ୍ବଲପୁର:ମିଛ କହି ଜନ ସ୍ୱାସ୍ଥ୍ୟ ବିଭାଗ ଦୋଷ ଲୁଚାଉଛି ନିଜର। ଫଳରେ ବେଳେ ନୁହେଁ କି ଦିନେ ବରଂ ଗତ...
୭ ଦଫା ଦାବି ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ
ବାଲିଗୁଡ଼ା, ତା, ୦୮/୦୭ :(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଶୁଣିଲେନି। ସମୟ ସୀମା ପାର ହେଲା l ଓଡ଼ିଶାର ଡ୍ରାଇଭର...
ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ
ବାଲିଗୁଡା, ତା, ୦୮/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସରିଲା ଘୋଷଯାତ୍ରା। ୧୨ ଦିନର ଲୀଳାଖେଳ ଶେଷ ପରେ ନୀଳାଦ୍ରି ବିଜେ କରିଛନ୍ତି...
ଆଷାଢ଼ କେନା ମଣ୍ଡେଇ ଯାତ୍ରା ପାଇଁ ଟେମରା ଗ୍ରାମବାସୀ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୦୮/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଶୁକ୍ରବାର...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିବ କଳିଙ୍ଗରତ୍ନ ସମ୍ମାନ କୃତଜ୍ଞତା ଜଣାଇଲେ ଲଖନପୁର ବ୍ଲକ ନାଗରିକ ପରିଷଦ
ଝାରସୁଗୁଡ଼ା ୭/୭ (ଓଡ଼ିଶା ନ୍ୟୁଜ) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ବର୍ଷ ଗୌରବମୟ “କଳିଙ୍ଗ ରତ୍ନ” ସମ୍ମାନ ପାଇବା...
ଓଡିଶା ଲୋକ ଦଳର କାର୍ଯ୍ୟକର୍ତ୍ତା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ
ସୋନପୁର : (ସୌମିତ୍ରି ମେହେର) ପଶ୍ଚିମ ଓଡିଶା ପ୍ରଭାରୀ ଦିବାକର ପୁଟେଲ ଙ୍କ ନେତୃତ୍ୱ ରେ ସୁବର୍ଣ୍ଣପୁର ଜିଲ୍ଲା ରେ...
କାଶୀନଗର ପୋଲିସ ଦ୍ୱାରା ୬ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ଜବତ
ପାରଳାଖେମୁଣ୍ଡି:୭/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ପୋଲିସ ଏକ ଜୁଆ ଆଡ୍ଡାକୁ ଚଢ଼ାଉ କରି 6 ଜୁଆଡ଼ିଙ୍କୁ ଗିରଫ...
ପାରଳାଖେମୁଣ୍ଡି ସହରର ସୁନାମଧନ୍ୟ ପଣ୍ଡିତ ରଘୁନାଥ ପାତ୍ର ପୁରୀ ଠାରେ ଆୟୋଜିତ ଭୋଜନ ସମାରୋହ ରେପାଇଲେ ଉତ୍କଳ ରତ୍ନ ସମ୍ମାନ – ୨୦୨୫
ପାରଳାଖେମୁଣ୍ଡି:୭/୭(ଗରୁଡ ଧ୍ଵଜ ଚୌଧୁରୀ)ଓଡିଶାର ବିଭିନ୍ନ ଜାଗାରେ ବହୁ ସମୟରେ ସମ୍ବର୍ଦ୍ଧିତ ହୋଇଥିବା ଗଜପତି ଜିଲ୍ଲାର ସୁନାମଧନ୍ୟ ପଣ୍ଡିତ ରଘୁନାଥ ପାତ୍ର...
ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଙ୍ଘ ତରଫରୁ ଗଣ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ….
ଲକ୍ଷ୍ମୀପୁର ୦୭/୦୭ .. ଦୁଇଦିନିଆ କୋରାପୁଟ ଗସ୍ତ ଅବସରରେ ଆସିଥିବା ଗଣ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ କୋରାପୁଟରୁ ଫେରିବା...
