Odisha Districts News
ଆଠମଲ୍ଲିକ ରେ ସର୍ବାଧିକ ବର୍ଷା ରେକର୍ଡ…
ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବ୍ ଡ଼ିଭିଜନ ରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ...
ଏଲ୍ଇଡି ମାଧ୍ୟମରେ ପ୍ରଦର୍ଶିତ ହେବ କୃଷି ସମ୍ପର୍କିତ ସୂଚନା
ବୀରମହାରାଜପୁର : (ସୌମିତ୍ରି ମେହେର) କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ମଙ୍ଗଳବାର କୃଷି ସୂଚନା ଓ...
ବାଘଲତ୍:ରାସ୍ତା ସାଜିଲା କାଳ,ଖଟରେ ବୁହାହୋଇ ଘରକୁ ଫେରିଲେ ରୋଗୀ
ସମ୍ବଲପୁର:ରାସ୍ତାର ଦୂରାବସ୍ଥା ଯୋଗୁଁ ରୋଗୀଙ୍କୁ ଅଧାବାଟରେ ଛାଡିଲା ଆମ୍ବୁଲାନ୍ସ।୩ କି.ମି ଦୂରକୁ ଖଟ ଭାରରେ ବୁହାହୋଇ ଘରକୁ ଫେରିଲେ ରୋଗୀ।ଏଭଳି...
କାର୍ ଦୁର୍ଘଟଣାଗ୍ରସ୍ତ, ୩ଗୁରୁତର …
ଅନୁଗୋଳରୁ ସୋନପୁର ଅଞ୍ଚଳକୁ ଯାଉଥିବା ଏକ କାର୍ (ନଂ-ଓଡି ୦୨ସିସି ୦୭୫୬) ବଇଣ୍ଡା – କିଆକଟା- ଆଠମଲ୍ଲିକ୍ ୬୨ ନମ୍ବର୍...
ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ମାଡ଼ି ବସିଲେ ଭିଜିଲାନ୍ସ ଟିମ୍
ଅନୁଗୁଳ: ପୋଖରୀ ବିଲ୍ କରି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରପଞ୍ଚ...
ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ
ଭୁବନେଶ୍ୱର:ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ...
ସୁବଳୟା ସରକାରୀ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ୟୁନିଟ୍ ଗଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ୟୁନିଟ...
ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଖଣ୍ଡହତା ଚଷlପଡା ବlସି ହନ୍ତସନ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ମୁଖ୍ୟ ଛକରୁ ସାହାଜଲଥାକୁ ଯାଇଥିବା ରାସ୍ତାରେ ବହୁ...
ବୀରମହାରାଜପୁର ରେଢ଼ାଖୋଲ ପୂର୍ତ୍ତବିଭାଗ ଅଧୀନସ୍ଥ ରାସ୍ତା ପାଲଟିଛି ମରଣଯନ୍ତା ; ହରିହର ଜୋର୍ ପୋଲ ଛlତ ରେ କଣା ହୋଇ ବାହାରକୁ ଦିଶୁଛି ଲୁହା ଛଡ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ନିକଟରେ ଥିବା ହରିହର ଜୋର...
ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା
ବେଲଗୁଣ୍ଠା, 23/07, ଜାତୀୟ ଶିକ୍ଷାନୀତି-2020 ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ...
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ...
ଗଜପତି ଜିଲ୍ଲା ମୋହନା ଥାନା କଳମେରି ଗାଁରେ ଶାଶୂକୁ ଆକ୍ରମଣ ଘଟଣାରେ ଜ୍ବାଇଁ ଗିରଫ, ଟାଙ୍ଗିଆ ଜବତ
ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା କଳାମେରୀ ଗାଁରେ ଟାଙ୍ଗିଆ ଚୋଟରେ ଶାଶୂ ଗୁରୁତର ଘଟଣାରେ ଅଭିଯୁକ୍ତ...
